Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ମୁଣ୍ଡ ନୁଆଇଁଲା ପ୍ରଶାସନ : ଉଚ୍ଚତମ ନ୍ୟାୟାଳୟର ରାୟ ନଆସିବା ପର୍ଯ୍ୟନ୍ତ ବଦ୍ଧିତ ଫି ଦେବାକୁ ଅଭିଭାବକ ମାନଙ୍କୁ ବାଧ୍ଯ କରିପାରିବେନି ସ୍କୁଲ, ବଦଳିଲା ପୂର୍ବ ନିର୍ଦ୍ଦେଶନାମା - Jagrat Bharat News

ମୁଣ୍ଡ ନୁଆଇଁଲା ପ୍ରଶାସନ : ଉଚ୍ଚତମ ନ୍ୟାୟାଳୟର ରାୟ ନଆସିବା ପର୍ଯ୍ୟନ୍ତ ବଦ୍ଧିତ ଫି ଦେବାକୁ ଅଭିଭାବକ ମାନଙ୍କୁ ବାଧ୍ଯ କରିପାରିବେନି ସ୍କୁଲ, ବଦଳିଲା ପୂର୍ବ ନିର୍ଦ୍ଦେଶନାମା 

ମୁଣ୍ଡ ନୁଆଇଁଲା ପ୍ରଶାସନ

 

 

 

ମୁଣ୍ଡ ନୁଆଇଁଲା ପ୍ରଶାସନ : ଉଚ୍ଚତମ ନ୍ୟାୟାଳୟର ରାୟ ନଆସିବା ପର୍ଯ୍ୟନ୍ତ ବଦ୍ଧିତ ଫି ଦେବାକୁ ଅଭିଭାବକ ମାନଙ୍କୁ ବାଧ୍ଯ କରିପାରିବେନି ସ୍କୁଲ, ବଦଳିଲା ପୂର୍ବ ନିର୍ଦ୍ଦେଶନାମା 

 

 

ଜେ ବି ଏନ, ୦୬/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଅନୁଗୁଳ – ତାଳଚେରରେ ରହିଥିବା ଡିଏଭି ସ୍କୁଲ ଗୁଡ଼ିକରେ ବେଆଇନ ଭାବେ ଅହେତୁକ ଫିସ ବୃଦ୍ଧି ସମସ୍ୟାର ସମାଧାନ ପାଇଁ ଗତ ଫେବୃଆରୀ ୨୫ ତାରିଖରେ ଭୂପଜିଲ୍ଲାପାଳଙ୍କ ସସ୍ମିଳନୀ କକ୍ଷରେ ଏ ନେଇ ଏକ ଗୁରତ୍ ପୂର୍ଣ୍ଣ ବୈଠକ ବସିଥିଲା । ହେଲେ ଜକ୍ତ ବୈଠକରେ ଅଭିଯୋଗକାରୀ ଜିଲ୍ଲା ଅଭିଭାବକ ମହାସଙ୍ଘ , ଏମସିଏଲ୍ କର୍ତ୍ତୃପକ୍ଷ , ଡିଏଭି ସ୍କୁଲ୍‌ର ଅଧ ଧ୍ୟା ଓ ପ୍ରଶାସନିକ ଅଧୁକାରୀଙ୍କ ମଧ୍ୟରେ ବୈଠକ ହୋଇଥୁଲା । ବୈଠକରେ ସେହିଦିନ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ହୋଇଥିବା ନିଷତି ସଂପୃଷ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି ଅଭି ଯାଗ କରି ନିନ୍ଦା ପ୍ରସ୍ତାବ ଆଣିଥିଲେ ଅଭିଭାବକ ସଂଘ । ଯାହାକୁ ନେଇ ଆଜି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି ତାଳଚେର ଏ ନେଇ ଉପଜିଲ୍ଲାପାଳ ଏକ ଜରୁରୀ କାଳିନ ବୈଠକ ଡାକି ଥିଲେ । ସୂଚନାଯୋଗ୍ୟ ଯେ 25/02/2021 ରିଖ ଦିନ ଜପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଅଭିଭାବକ ସଂଘ ସ୍କୁଳ ଫିସ ମାମଲାରେ ମାନ୍ୟବର ଢକନ୍ୟାୟାଳୟ ଙ୍କର ନିର୍ଦ୍ଦେଶ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ପ୍ରଚଳନ କରିବାକୁ ଅନୁରୋଧ କରିଥିଲେ ଓ 22/02/2020 ରୁ ପୂର୍ବତନ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଥିଲେ । ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଫି ଛାଡ ମାମଲାରେ ୧୯.୦୧.୨୦୨୧ ପତ୍ର ସଂଖ୍ୟା ( ୧୩୩୭ ) ଏବଂ ମାନ୍ୟବର ଜଚ୍ଚତମ ନ୍ୟାୟାଳୟ ର W.P , ( C ) NO.11299 , 2020 W.P { C ) NO 11514 2020 and w.P. { C ) NO – 32259 2020 ଅନୁଯାୟୀ ନିର୍ଦ୍ଦେଶନାମାକୁ ପ୍ରଚଳନ କରିବାକୁ ଆଦେଶ ଦେଇଥିଲେ । ଯେହେତୁ ଏମ୍.ସି.ଏଳି କତୃର୍ପକ୍ଷ ଉଚ୍ଚତମ ନ୍ୟାୟାଳୟରେ ରହିତାଦେଶ ଆଣି ଅଳେ କେସ୍ ନମ୍ବର – W.P. { C } NO – 17315 of 2020 / L.A.NO -8184 , 2020 ବର୍ତ୍ତମାନ ତାହା ସଂରକ୍ଷିତ ରହିଅଛି । ଏଣୁ ଅଭିଭାବକ ମହାସଂଘ ନିଜ ପକ୍ଷ ରଖୁ କହିଥିଲେ ଯେ , ଉଚ୍ଚତମ ନ୍ୟାୟାଳୟ ର ରାୟ ନଆସିବା ପର୍ଯ୍ୟନ୍ତ କୌଣସି ନିଷ୍ପତି ନେଇ ପାରିବେ ନାହିଁ ରୋକ୍ କୁ କହିଥିଲେ । ମାନ୍ୟବର ଢଳ ନ୍ୟାୟାଳୟର ନିର୍ଦ୍ଦେଶ କିମ୍ବା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ କେହି ଅବମାନନା କରିପାରିବ ନାହିଁ କିନ୍ତୁ 25/02/2021 ରିଖ ବସିଥିବା ନିଷ୍ପତି ପତ୍ର ସଂଖ୍ୟା 1811 – ତା 01/03/2021 ରେ ଦିଆଯାଇଥିବା ନିର୍ଦ୍ଦେଶନାମାରେ ବିଭ୍ରାନ୍ତ କରାଯାଇଛି ବୋଲି ଅଭିଯୋଗ ଆଣିଳେ ଅଭିଭାବକ ମାନେ , ଜପ ଜିଲ୍ଲାପାଳ ତାଙ୍କ ନିର୍ଦ୍ଦେଶନାମାରେ ଜି ଏ ଭି ସ୍କୁଲ୍ ସପକ୍ଷରେ ଯୁକ୍ତି ବାଢ଼ି ବଦ୍ଧିତ ଫିସ ଦେବାକୁ ଆଦେଶ ଜାରି କରିଥିଲେ କିନ୍ତୁ ଅଜିଭାବକ ସଂଘ ଏହାକୁ ଦୃଢ଼ ବିରୋଧ କରିଥିଲା । ତେଣୁ ଆଜି ପୁନର୍ବାର ଏକ ଜରୁରୀକାଳୀନ ବୈଠକରେ ସମସ୍ତ ବିଷୟକୁ ଗୁରୁତ୍ବର ଶୁଣିବା ପରେ ପୁର୍ବ 2 କରିଛନ୍ତି ଢିପ ଜିଲ୍ଲାପାଳ । ସେ କହିଛନ୍ତି ଯେ ପର୍ଯ୍ୟନ୍ତ ଜକ ନ୍ୟାୟାଳୟର ବଦ୍ଧିତ ଫିସକୁ ନେଇ କୌଣସି ରାୟ ନ ଆସିଛି ସେ ଯାଏଁ ସ୍କୁଲ ପିଲାମାନଙ୍କୁ ବାଧ୍ୟ କରିପାରିବ ନାହିଁ ଏବଂ ମହାମାରୀ କରୋନା ଫିସ ସଂକ୍ରାନ୍ତୀୟ ନିର୍ଦ୍ଦେଶକୁ ସମସ୍ତ ବେସରକାରୀ ସ୍କୁଲ ତୁରନ୍ତ କାର୍ଯ୍ୟକାରି କରିବାକୁ ନିଷ୍ପତି କରାଗଲା ଯଦି ଏଥିରେ କୌଣସି ବ୍ୟତିକ୍ରମ ହୁଏ ତେବେ ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଭୂପ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech