ସମ୍ପର୍କ ଫାଉଣ୍ଦେସନ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଜେ ବି ଏନ, ୦୬/୦୩ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ଭୁବନେଶ୍ବର : ଆଜି ଭୁବନେଶ୍ଵର ର ଚଣ୍ଡି ମାତା କଲୋନୀରେ ସମ୍ପର୍କ ଫାଉଣ୍ଦେସନ୍ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସମ୍ପର୍କ ଫାଉଣ୍ଦେସନ୍ ର ସମ୍ପାଦକ ପ୍ରଜ୍ଞା ଜ୍ୟୋତି ଦାସ ପ୍ରଥମେ ରକ୍ତ ଦାନ କରି ଶୁଭ ଉଦଘାଟନ କରିଥିଲେ l ତାଙ୍କ ସହ ସଭାପତି ଶ୍ରୀ ଶୁଭାଶିଶ ମହାପାତ୍ର ଏବଂ ତାଙ୍କ ସହ ଅନ୍ୟ ସହଯୋଗୀ ମାନେ ଉପସ୍ଥିତ ଥାଇ କାର୍ଯ୍ୟ କୁ ସୂଚାରୁ ରୂପେ କରୁଥିବା ଆମ କ୍ୟାମେରା ଟିମ ରେ ରେକର୍ଡ କରା ଯାଇଛି l ପ୍ରାୟ 100 ୟୁନିଟ୍ ରକ୍ତ ସଂଗ୍ରହ କରିବା ଲକ୍ଷ୍ୟ ରଖା ଯାଇଛି ବୋଲି ସମ୍ପାଦକ କହିଛନ୍ତି l



