Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ମଶା ସମସ୍ୟା ଦୂର କରିବା ପାଇଁ ବି ଇ ଏମ୍ ସି ର ଅବହେଳା ବିରୋଧରେ ଗଣ ଧାରଣା 

ଜେ ବି ଏନ, ୧୩/୦୩/୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଦିନକୁଦିନ ମଶା ବଂଶ ବୃଦ୍ଧି ପାଇବାରେ ଲାଗିଛି। କାରଣ ସହରରେ ଥିବା ଡ୍ରେନେଜ ଗୁଡିକର ରକ୍ଷଣାବେକ୍ଷଣ ଅଭାବ । ବରହମପୁର ର ଆଇନ୍ ଜୀବୀ ଯିଏ କି ଭାରତୀୟ ଜନତା ପାର୍ଟି ର ଉପସଭାପତି ମୋନଜ ପଟ୍ଟନାୟକ ବରମ୍ବାର ଏହି ବିଷୟରେ bemc କୁ ଜାଣଇ ଥିଲେ ମଧ୍ୟ କତୃପକ୍ଷ କର୍ଣ୍ଣପାତ କରୁନଥିଲେ, ତେଣୁ ଗତ କାଲି ରାତି 11.30pm ସମୟରେ ମୋନଜ ପଟ୍ଟନାୟକ bemc କମିଶନର ବାସଗୃହ ସମ୍ମୁଖରେ ଧାରଣା ଦେଇଥିଲେ, ଏହାପରେ ଟାଉନ ଥାନା ଅଧିକାରୀ ଘଟଣା ସ୍ତଳ କୁ ଆସି ବୁଝା ଶୁଝା ପରେ ଆନ୍ଦୋଳନ ରୁ ହଟିଥିଲେ । ଏହି ସମସ୍ୟା ର ସମାଧାନ ନହୁଏ ପୁଣି ଥରେ ଅନ୍ଦୋଳନ ରେ ବସିବେ ବୋଲି କହିଥିଲେ।