Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

 କଳିଙ୍ଗ ଭାରତୀ ବିଦ୍ୟା ବିସ୍ତାର ସମିତି ଓଡିଶା ପକ୍ଷରୁ ଶେଷ ହେଲା ଶିକ୍ଷକ ପ୍ରଶିକ୍ଷଣ ଶିବିର 

 

 

 

ଜେ ବି ଏନ, ୧୫/୦୩ /୨୦୨୧, (ରିପୋର୍ଟ, ଦିଲ୍ଲୀପ କୁମାର ବେହେରା), କଟକ : ଆଜି ରବିବାର କଟକ ଜିଲ୍ଲାର ସ୍ଥାନୀୟ ବିରିବାଟି ଅନ୍ତର୍ଗତ ଢିଅ ସାହି ସ୍ଥିତ କଳିଙ୍ଗ ଭାରତୀ ବିଦ୍ୟା ବିସ୍ତାର ସମିତି ଓଡିଶା ପକ୍ଷରୁ ଶେଷ ହୋଇଛି। ଶିକ୍ଷକ ପ୍ରଶିକ୍ଷଣ ଶିବିର ଗତ 3 ଦିନ ଧରି ଏହି କାର୍ଯ୍ୟକ୍ରମରେ ଶିକ୍ଷକ ମାନଙ୍କୁ ବିଭିନ୍ନ ପ୍ରକାରର ଶିକ୍ଷା ଦିଆ ଯାଇଛି, କିଭଳି ଭାବେ ସେମାନେ ନିଜ ବିଦ୍ୟାର୍ଥୀ ମାନଙ୍କୁ ଉତ୍ତମ ରୂପେ ପାଠ ପଢା ସଙ୍ଗେ ନାଚ, ଗୀତ, ଯୋଗ ଅନବାଶ୍ୟକ ଉପକରଣର ସଦୁପଯୋଗ କରଣ କରେଇ ପାରିବେ l ତାହା ସହ ଶିକ୍ଷକ ମାନଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତା କରେଇ ତାଙ୍କ ମନୋବଳ ସୁଦୃଢ କରା ଯାଇଥିଲା l ଦେଖନ୍ତୁ ତାଙ୍କ ସଭାପତି ଓ ସମ୍ପାଦକ ଙ୍କ ବାର୍ତ୍ତା…