Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

*ସ୍ୱାଭିମାନ ସେବା ସଂଘ କୁ ସଂମାନିତ*

ଜେ ବି ଏନ୍,୨୨.୦୩.୨୦୨୧:ମଦନ ସାହୁ)କଟକ: କଟକ ଜିଲ୍ଲା ସ୍ଥିତ ଛତିଆ ସେବକ ଜରାଶ୍ରମ ରେ ସ୍ୱାଭିମାନ ସେବା ସଂଘ ତାର ସେବା କାର୍ଯ୍ୟ କରିଥିଲେ।ଆଶ୍ରମ ପରିସରରେ ସଫେଇ କାର୍ଯ୍ୟକ୍ରମ ସହ ସେମାନେ ରହୁଥିବା ଗୃହକୁ ସୁନ୍ଦର ଭାବରେ ସଜେଇବା ସହ ସ୍ୱଚ୍ଛତା ଉପରେ କାର୍ଯ୍ୟ କରିଥିଲେ।ସେବକ ଆଶ୍ରମ ପାଇଁ କିଛି ଜରୁରୀ ଜିନିଷ ଯୋଗେଇଦେଇଥିଲେ।ଏହାଛଡା ଛତିଆ ସ୍ଥିତ New life social work ର ପ୍ରଥମ ବାର୍ଷିକ ଉତ୍ସବ ରେ ସଂମାନିତ କାର୍ଯ୍ୟକ୍ରମ ରେ ଯୋଗଦେଇ *ସ୍ୱାଭିମାନ ସେବା ସଂଘ* ସଂମାନିତ ହୋଇଥିଲେ।