Spread the love

ମୋହନାରେ ପତାକା ଉତ୍ତୋଳନ କଲେ ସୁଶ୍ରୀ ତପସ୍ଵିନୀ ହାଁସଦା

ଆଜି ଆମ ଭାରତର ପବିତ୍ର ୭୪ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଗଜପତି ଜିଲ୍ଲା ମୋହନା ବ୍ଲକ ଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ଏହି ପାରିପେକ୍ଷିରେ ମୋହନା ଗୋଷ୍ଠି ଉନ୍ନୟନ ଅଧିକାରୀଣୀ ସୁଶ୍ରୀ ତପସ୍ଵିନୀ ହାଁସଦା ଏବଂ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଆଶିଷ କୁମାର ଶତପଥୀ, ଉପସ୍ଥିତ ଥିବା ସମସ୍ତ ଅଧିକାରୀ ଓ ଜନ ସାଧାରଣଙ୍କୁ ଉଦବୋଧନ ଦେଇଥିଲେ ଓ ଭାରତର ସମ୍ବିଧାନ ବିଷୟରେ କିଛି ବୁଝାଇଥିଲେ। ପତାକା ଉତ୍ତୋଳନ ସୁଶ୍ରୀ ତପସ୍ଵିନୀ ହାଁସଦା ଙ୍କ କର କମାଳରେ ହୋଇଥିଲା।

ମୋହନାରୁ କାହୁଁ ଚରଣ ଗୌଡ଼ଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନ୍ୟୂଜ

Leave a Reply

Your email address will not be published. Required fields are marked *