Spread the love

ରୁଙ୍ଗଟା ମାଇନ୍ସ ଲିମିନେଡ , ଢେଙ୍କାନାଳ ଙ୍କ ମନମୁଖୀ କାର୍ଯ୍ୟ କରି ଜମିହରା ପ୍ରଜା ମାନଙ୍କ ନାର୍ଯ୍ୟ ସୁବିଧାରୁ ବଞ୍ଚିତ ସମ୍ପର୍କରେ ଜିଲ୍ଲାପାଳ ମହୋଦୟ , ଢେଙ୍କାନାଳ ଙ୍କୁ ଦରଖାସ୍ତ


ଏ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି କହିଛନ୍ତି ଯେ ଆମ୍ଭେ ନିମ୍ୱାକ୍ଷରକାରି ଗଣ କିଲୋକ ତହସିଲ ଅନ୍ତର୍ଗତ ଝାଡ଼ବନ୍ଧ , ଲାଇପଳା ଓ କଳାବେଢା ଗ୍ରାମର ଜମିହରା ପ୍ରଜା ବିଗତ 2006 ମସିହା ଠାରୁ ଆମ୍ଭମାନଙ୍କର ଲର୍ବର ଜମିକୁ ଶାଗମାଛ ଦରରେ ଇଜିକୋ ମାଧ୍ୟମରେ ରୁଙ୍ଗଟା କମ୍ପାନୀ ଅଧିଗ୍ରହଣ କରିଅଛି ଇତି ମଧ୍ୟରେ 17 ବର୍ଷ ବଟି ଯାଇଥିଲେ ମଧ୍ୟ ରୁଙ୍ଗଟା କମ୍ପାନୀ କର୍ତ୍ତୃପକ୍ଷ କିଛି ସରକାରୀ ବାବୁଙ୍କୁ ହାତବାରିସୀ କରି ବୁଝାବଣା ପତ୍ର ଅନୁଯାୟୀ ଗୋଟିଏ ସୁବିଧା ପ୍ରଦାନ କରି ନଥିବାରୁ ଆମ୍ଭେମାନେ ରୋଜଗାଇ ବିନା ଦୁର୍ଗୀନରେ କାଳାତିପାତ କରୁଅଛୁ । ଆମର କମ୍ପାନୀ କତୁପକ୍ଷ ସୁବିଧା କରିବା ତେ ଅସୁବିଧାରେ ପକାଉଛି ଯଥା ରୁଙ୍ଗଟା କମ୍ପାନୀର ଦୂଷିତ ଜଳ ଆମ୍ବ ଗ୍ରାମର ପୋଖରୀ ଓ ଜମିକୁ ଜବରଦସ୍ତି ଛାଡିବା , ଗ୍ରାମର ସର୍ବସାଧାରଣ ଭାଷାକୁ ଜାଳି ପୋଖରୀରେ ମିଶାଇବା , ଘର ପାଖରେ ଜିନାମାଇଟ ଫୁଟାଇବା ଦ୍ଵାରା ଆମ କୂଅ ରୁଣ୍ଡୁଳିବା ଓ ଘରର କାନ୍ଥ ଫାଟିବା ଏକ ଶହ କୋରର ଖୋଳି କମ୍ପାନୀ ଚଳାଇବା ଦ୍ବାରା ଆମ୍ବ ଗ୍ରାମରେ ଥିବା ନଳକୂପ ଓ କୂଅରୁ ଜଳସ୍ତର କମିବାରୁ ଆମେ ନାହିଁ ନଷ୍ଟଳା ଅସୁବିଧାର ସଂମୁଖୀନ ହେଲ ଅଛୁ ଏ ସମ୍ପର୍କରେ ଆପଣଙ୍କ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅଦ୍ୟାବିଧ ରୁଙ୍ଗଟା କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ସବୁବେଳେ ଅଭିଯୋଗ ପତ୍ର ଅନୁଯାୟୀ R.P.D.A.C ବୈଠକ ହେଲେ ସବୁ ଅଭିଯୋଗ ପୂରଣ ହେବ କହି ଆଲ ଦେଇଛନ୍ତି . କିନ୍ତୁ ଦୁଃଖର ବିଷୟ ବାରମ୍ବାର ଅଭିଯୋଗ ପରେ ମଧ୍ୟ 13 ବର୍ଷ ହେବ R.P.D.A.C ବୈଠଳ ହୋଇ ପାରୁ ନଥିବାରୁ ଆମର ମୌଳିକ ନାବିରୁ ବଂଚିତ ହୋଇ ଆସୁଅଛୁ ।

Leave a Reply

Your email address will not be published. Required fields are marked *