ଟ୍ରକ ଧକ୍କାରେ ଝିଅ ମୃତ, ବାପା ଗୁରୁତର
କାମାକ୍ଷାନଗର ଭୁବନ ଥାନା NH 53ରେ ଦୁର୍ଘଟଣା ।
ଯମୁନାକୋଟ ଛକ ନିକଟରେ ଟ୍ରକ ଧକ୍କାରେ ଝିଅ ମୃତ ।
ମୃତକ ଦଶମ ଶ୍ରେଣୀର ଛାତ୍ରୀ ସ୍ବାତୀ ସୁଚରିତା ଜେନା ।
ବାପା ଅଭିରାମ ଗୁରୁତର ଭାବେ ଭୁବନ ମେଡ଼ିକାଲରେ ଭର୍ତ୍ତି l