Spread the love

ଜାଲିଆତି ସାର୍ଟିଫିକେଟରେ ଅଙ୍ଗନ ୱାଡି ଚାକେରିକରୁ ଥିବାର କଳାକାରନାମା

ଗୋଳାମୁଣ୍ଡା ବ୍ଲକରେ,ସୂଚନାରୁ ପ୍ରକାଶ ପାଇଛି ଯେ ଗତ୨୦୨୧ମସିହାରେ ଗୋଳାମୁଣ୍ଡା ବ୍ଲକସ୍ଥିତ ଧାମନପୁର ପଞ୍ଚାୟତ ଅଧୀନରେ ଥିବା ଟେଣ୍ଡପାଣି ଗ୍ରାମରେ ଅଙ୍ଗନ ୱାର୍ଡ ପଦଵୀ ପାଇଁ ୬ଜଣ ମହିଳା ଆବେଦନ କରିଥିଲେ, ହେଲେ ସସ୍ମିତା ତାଣ୍ଡିଙ୍କ ହାଇସ୍କୁଲ ସାର୍ଟିଫିକେଟ ମାର୍କ285ମାର୍କ ରଖିଥିବାବେଳେ 385ମାର୍କ ବଢ଼ାଇ ଫର୍ଜରୀମାର୍କ ରେ ଅଙ୍ଗନ ୱାଡି ଚାକିରୀ କରୁଛନ୍ତି ଲଳିତାଧରୁଆ ମାର୍କ୨୮୫ ପାଇଛନ୍ତି ଲଲିତା ଙ୍କ ମାର୍କ କମ ଦେଖାଇ ସ୍ୱସମିତା ବଢ଼ାଇ ଥିବା ମାର୍କ ରେ ଅଵଂନୱାଡି ଚାକିରୀ କରୁଛ ନ୍ତି ଫଳରେ ଲଲିତା ସନ୍ଦେହ କରି r. T. I ଦ୍ୱାରା ତଥ୍ୟ ସଂଗ୍ରହ କରି a. D. M. କଳାହାଣ୍ଡି ଓ ଗୋଲାମୁଣ୍ଡା ଥାନାର ଆଶ୍ରୟ ନେ ଇ ଛନ୍ତି ଗୋଲାମୁଣ୍ଡା c. D. P. O କଣ ତଡାରକ କରି ଚାକିରୀ ଦେଲେ ଲୋକେ ସନ୍ଧେହ କରୁଛନ୍ତି କିଛି ଟଙ୍କା ନେ ଇ ଚାକିରୀ ଦେଲେକି ପରିପ୍ରେକ୍ଷୀରେ ଲଳିତା ଧାରୁଆ ସନ୍ଦେହ ସୃଷ୍ଟି ହେବାରୁସେ ଆରଟିଆଇ ମାଗି ଥିଲେ, ତେବେ ସମନ୍ୱିତଶିଶୁ ବିକାଶ ଅଧିକାରୀଙ୍କ କାର୍ଯଳୟ ପକ୍ଷରୁ ମିଳିଥବା ସସ୍ମିତାତାଣ୍ଡିଙ୍କ ମାଟ୍ରିକରେ ୩୮୫ମାର୍କ ରଖିଥିବା ବେଳେ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ଗୌଡ଼ଛେଣ୍ଡିଆରେ୨୮୫ମାର୍କ ଥିବାରୁ ଲଳିତା ଧାରୁଆ ଗତ ଡିସେମ୍ବର୨୦୨୧ରେ ଅତିରିକ୍ତ ଉପଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରି ନ ଥିବାରୁ ଗତ ତା୬/୪/୨୩ଦିନ କଳାହାଣ୍ଡି ଆରକ୍ଷୀଅଧିକାରୀଙ୍କ ଦ୍ୱାରସ୍ଥ ହେବା ସହିତ ଗୋଳାମୁଣ୍ଡା ଥାନାରେ ଲଳିତା ଧରୁଆ ଏତଲାକରିଛନ୍ତି , ହେଲେ ପୋଲିସ ପ୍ରାସାନ କି ପରି ପଦକ୍ଷେପ ଗ୍ରହଣ କରିବେ ତାହା ଚର୍ଚ୍ଚାର ବିଷୟ ପାଲଟିଛି, ପ୍ରକାଶ ଥାଉକି ସସ୍ମିତା ଧରୁଆ ଙ୍କ ସ୍ୱାମୀ ପ୍ରମୋଦ ଖରସେଲ ରେଙ୍ଗସାପାଳି ଗ୍ରାମପଞ୍ଚାୟତର g. R. Sଥିବା ହେତୁ ନିରୀହ ଗରୀବଆଦିବାସୀ ମହିଳା ଲଳିତା ଧରୁଆ ପ୍ରତି ଅପମାନିତ କରୁଛନ୍ତି ବୋଲି ବୁଦ୍ଧି ଯିବି ମହଲରେ ବିସ୍ମୟ ସୃଷ୍ଟି ହୋଇଛି ବୋଲି ଚର୍ଚ୍ଚା ପାଲଟିଛି,ପୁଣି ପରିବାର ପକ୍ଷରୁ ଓ ନିଜେ ସିଡିପିଓ ଗୋଳାମୁଣ୍ଡା ଙ୍କୁ ଦାୟୀ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି,

ଧର୍ମଗଡ଼ ଉପଖଣ୍ଡ ପ୍ରତନିଧି କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ

Leave a Reply

Your email address will not be published. Required fields are marked *