Spread the love

ଆଜି ଆଷାଢ଼ ମାସ ର ବଡ ଏକାଦଶୀ ନିତି ପାଳିତ

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ ଆଜି ଆଷାଢ଼ ମାସ ର ବଡ ଏକାଦଶୀ ନିତି ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର, ବିଭିନ୍ନ ଫୁଲହାର ତୁଳସୀ ହାର ଲାଗି, ବଲ୍ଲଭ ଭୋଗ ୧୦ ଘଟିକା ରେ ଖେଚେଡ଼ି ଭୋଗ ମଧ୍ୟାହ୍ନ ଅନ୍ନ ଭୋଗ ସନ୍ଧ୍ୟା ଆଳତି ପରେ ରାତ୍ର ଧୂପ ଏକାଦଶୀ ବେଢ଼ା ଓ ରାତ୍ରରେ ମହାଦୀପ ଉଠିବା ପରେ ପହଡ ପଡ଼ିବ। ପୂଜକ ମଳୟ କର ପାଳିଆ ସେବକ ସମ୍ଭୁନାଥ ମହାପାତ୍ର କାହାଳିଆ ଟିକନ ବେହେରା ଓ ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଏହି ଏକାଦଶୀ ନିତି ପାଳନ କରାଯାଇଛି।

Leave a Reply

Your email address will not be published. Required fields are marked *

You missed