Spread the love

ଆଜି ହରିଶୟନ ଏକାଦଶୀ ଥିବା ରୁ ରଥରେ ଜଗନ୍ନାଥଙ୍କ ର ବିଶେଷ ପୂଜାର୍ଚ୍ଚନା

ପ୍ରାତଃ ରୁ ରଥରେ ମଙ୍ଗଳ ଆଳତି, ମହାସ୍ନାନ, ବସ୍ତ୍ର ,ବିଭିନ୍ନ ଫୁଲହାର, ତୁଳସୀ ହାର, ଲାଗି ବଲ୍ଲଭ ଭୋଗ ଲାଗି କରାଯାଇଥିଲା। ଭକ୍ତ ଭିଡ଼ ସହ ଭକ୍ତମାନେ ରଥରେ ଠାକୁରଙ୍କୁ ବିଭିନ୍ନ ଭୋଗ, ତୁଳସୀ ନେଇ ଦର୍ଶନ କରୁଛନ୍ତି । ସନ୍ଧ୍ୟା ସମୟରେ ସୁନାବେଶ ରେ ଦର୍ଶନ ଦେବେ ମହାପ୍ରଭୁ ଭକ୍ତମାନଙ୍କୁ।

Leave a Reply

Your email address will not be published. Required fields are marked *