ରୁଣ ଭାର ସହି ନପାରି ସ୍ୱମୀ ସ୍ତ୍ରୀ ରେଲୁୱ ଲାଇନ୍ ରେ ଆତ୍ମହତ୍ୟା କଲେ
ଯାଜପୁର ଟମକା ଥାନା ଅନ୍ତର୍ଗତ ଟମକା ରେଲୱେ ଷ୍ଟେସନ ନିକଟସ୍ଥ ଧୂଳିଆପସି ଟ୍ରେନ ଲାଇନ ରେ ସ୍ୱମୀ ସ୍ତ୍ରୀ ଙ୍କ ଆତ୍ମହତ୍ୟା।ଦମ୍ପତି ଦୁହେଁ ସ୍ଥାନୀୟ ଓସ୍ତାପାଳ ଅଞ୍ଚଳର ନିମାଇଁ ଚରଣ ବାଇ ଓ ଜାନକୀ ବାଇ ବୋଲି ସୂଚନା ମିଳିଛି। ଟ୍ରେନ ଲାଇନ ରେ ପଡି ରହିଛି ମୃତଦେହ। ଆତ୍ମହତ୍ୟା ର କାରଣ ବ୍ୟାଙ୍କ ରୁ ରୁଣ ଆଣିଥିଲେ। ଏହି ରୁଣ ପାଇଁ ବାରମ୍ବାର ବ୍ୟାଙ୍କ ତାଗିତି କରିଥିଲେ ଏହି ରୁଣରେ ଅତ୍ୟାଧିକ ସୁଦ୍ଧ ହାର ରେ ଅତ୍ୟାଧିକ ଆକାରରେ ରୁଣ ଭାର ହୋଇଥିବାରୁ ଆତ୍ମହତ୍ୟା । ଏହି ରୁଣ ଭାରକୁ ନେଇ ଆଜି ଉଭୟ ସ୍ୱମୀ ସ୍ତ୍ରୀ ଙ୍କ ଉପରେ ମଧ୍ୟ ବ୍ୟାଙ୍କର ଚାପ ଏମିତି ପଡ଼ିଥିଲା ସେ ସହି ପାରୁନଥିଲେ ଏବଂ ସରକାର ମଧ୍ୟ କୁହନ୍ତି ଗରିବ ଲୋକଙ୍କୁ ମାଗଣା ରେ ରୁଣ ଯୋଗାଇ ଦିଆଯାଉଛି। କିନ୍ତୁ ସରକାର କିଛି ବି ରୁଣ ମାଗଣାରେ ଯୋଗାଇ ଦେଇ ନାହାଁନ୍ତି ଯେଉଁ ରୁଣ ନେଇ ଗରିବ ଲୋକ ବେବସାୟ କରି ସେଥିରେ ପରିବାର ଭରଣପୋଷଣ ହେବା ବଦଳରେ ଗରିବ ପରିବାରର ଲୋକେ ଧରିଦ୍ର ହେବାକୁ ଯାଉଛି ଓ ସରକାର ଙ୍କ ପାଇଁ ଆତ୍ମହତ୍ୟା କରୁଛନ୍ତି।କାରଣ ଗରିବ ଲୋକ ମାନେ ରୁଣ ନେଇ ସୁଜି ନପାରି ଅସୁବିଧା ସମୁଖୀନ ହୋଇଛନ୍ତି ଅସୁବିଧା ହେବାର କାରଣ ସରକାର ଙ୍କ ତରଫରୁ ରୁଣ ଭାର ଛାଡ କରିବା ବଦଳରେ ଚକ୍ର ବୁଦ୍ଧି ସୁଦ୍ଧ କରିଥିବାରୁ ନବୀନ ସରକାର ଗରିବ ଖଟିଖିଆ ଏହି ଦୁଇ ଜଣ ନିମାଇଁ ବାଇ ଓ ଜାନକୀ ବାଇ ଆତ୍ମହତ୍ୟା କରିଥିଲେ। ଏହି ଆତ୍ମହତ୍ୟା କୁ ସ୍ଥାନୀୟ ଲୋକମାନେ କହୁଥିଲେ ଯେ ଏଥିପାଇଁ ନବୀନ ସରକାର ଦାୟୀ ନବୀନ ସରକାର ପାଇଁ ସ୍ୱମୀ ସ୍ତ୍ରୀ ଦୁଇ ଜଣ ତାଙ୍କର ଏକ ପୁତ୍ର ସପ୍ତମ ଶ୍ରେଣୀ ଛାତ୍ର ଛାଡି ଆରପାରିକୁ ଚାଲିଗଲେ। ସ୍ଥାନୀୟ ଅଞ୍ଚଳରେ ସୋକର ଛାୟା ଖେଳିଯାଇଛି। ଏବଂ ଏଘଣା ସମ୍ପର୍କରେ ଯାଜପୁର ରୋଡ ରେଲୁୱ ଷ୍ଟେସନ କୁ ସ୍ଥାନୀୟ ଲୋକେ ଖବର କରିଥିଲେ ଖବର ପାଇ ଯାଜପୁର ରୋଡ ରେଲୱେ ଷ୍ଟେସନ ର ଜିଆରପି ଷ୍ଟାପ ଶବକୁ ଜବତ କରି ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।




