ଡ୍ରାଇଭର ନଥାଇ ମାଡ଼ିଗଲା ଗାଡ଼ି, ୬ ଆହତ
ବାଲେଶ୍ଵର: ଡ୍ରାଇଭରଙ୍କ ଅନୁପସ୍ଥିତିରେ ଗାଡ଼ିର ଚାବି ମୋଡ଼ିଦେଲା ନାବାଳକ, ଗାଡି ଷ୍ଟାର୍ଟ ହୋଇ ଏକ ବାଇକକୁ ଧକ୍କା ଦେଇ କାନ୍ଥରେ ପିଟିହେଲା, ଧକ୍କାରେ ବାଇକ୍ ଆରୋହୀ ସହ ଯାତ୍ରୀବାହୀ ଗାଡ଼ିର ୬ ଜଣ ଆହତ, ଆହତଙ୍କ ମଧ୍ୟରୁ ୨ ଗୁରୁତରଙ୍କୁ ବାଲେଶ୍ୱର ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।




