ଆଜି ଚନ୍ଦ୍ରଜାନ ୩ ଚନ୍ଦ୍ର ପୃଷ୍ଠରେ ସନ୍ଧ୍ୟା ୫ ଟା ୪୫ ମିନିଟ ରେ ଅବତରଣ ପ୍ରକ୍ରିୟା ଆରମ୍ଭ କରିବ ଓ ସନ୍ଧ୍ୟା ୬ଟା ୪ ମିନିଟ ସୁଦ୍ଧା ସଫ୍ଟ ଲାଣ୍ଡିଙ୍ଗ ର ସମ୍ଭାବନା ରହିଛି l ଏହି ସୂଚନା ଇସ୍ରୋର ବୈଜ୍ଞାନିକ ମାନେ ଦେଇଛନ୍ତି l ଯାହାକୁ ବିଶ୍ୱର ସମସ୍ତ ଦେଶ ଅପେକ୍ଷା କରିଛନ୍ତି l ଏହି ଲାଣ୍ଡିଙ୍ଗ ପ୍ରକ୍ରିୟାକୁ ଇସ୍ରୋର ୱେବସାଇଟ isro.gov.in ରେ , କିମ୍ବା ୟୁଟ୍ୟୁବ – youtube.com/watch?v=DLA_ 64yz8Ss , Facebook ରେ -facebookhttps:// facebook.com/ ISRO କିମ୍ବା DD ନେସନାଲ ରେ ଦେଖି ପାରିବେ l
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
July 3, 2026/
No Comments



