5T ସଚିବଙ୍କ ଅଚାନକ ଗସ୍ତ
ଗଜପତି ଜିଲ୍ଲାକୁ 5T ସଚିବ ଭି.କେ. ପାଣ୍ଡିଆନଙ୍କ ଅଚାନକ ଗସ୍ତ।
ରାତିରେ ହସ୍ପିଟାଲକୁ ଯାଇ ସ୍ବାସ୍ଥ୍ୟସେବାର ସମୀକ୍ଷା।
ସ୍ବଚ୍ଛତା ସୁଧାରିବାକୁ ଗଜପତି CDMOଙ୍କୁ ନିର୍ଦେଶ।
ପୋଲିସ ସେବା ପରଖିବାକୁ ନିଜେ ଲୋକଙ୍କୁ କଲେ ଫୋନ୍।