Spread the love

ଭୟଙ୍କର ଟ୍ରେନ ଦୁର୍ଘଟଣା

ତାମିଲନାଡୁ ମଦୁରାଇରେ ବଡ଼ ଟ୍ରେନ ଦୁର୍ଘଟଣା।
ଟ୍ରେନରେ ନିଆଁ ଲାଗିବାରୁ ୯ ଜୀବନ୍ତ ଦଗ୍ଧ।
ଲକ୍ଷ୍ନୌରୁ ରାମେଶ୍ବରମ ଯାଉଥିଲା ଟ୍ରେନ।
ଭାରତ ଗୌରବ ଟୁରିଷ୍ଟ ଟ୍ରେନରେ ଲାଗିଲା ନିଆ।
ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ସୂଚନା।

Leave a Reply

Your email address will not be published. Required fields are marked *