Spread the love

ଖୋଲିବ ହୀରାକୁଦର ୨ଟି ଗେଟ୍

ଆଜି ଅପରାହ୍ନ ୪ଟାରେ ଖୋଲିବ ହୀରାକୁଦ ଡ୍ୟାମ୍‌ର ୨ଟି ଗେଟ୍ ।
ଉପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା ଥିବାରୁ ନିଷ୍ପତ୍ତି।
ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୮.୧୦ ଫୁଟ୍‌।

Leave a Reply

Your email address will not be published. Required fields are marked *