ଜନଜାତିଙ୍କ ପରମ୍ପରା, ସଂସ୍କୃତି, ଅର୍ଥନୀତି, କଳାକୃତି ତଥା ଦର୍ଶନକୁ ଡିଜିଟାଲ୍ ପ୍ଲାଟଫର୍ମରେ ଯୋଡିବା ପାଇଁ ଆରମ୍ଭ ହୋଇଛି ଅଭିନବ ପ୍ରୟାସ। ଜନଜାତି ଲେଖକମାନଙ୍କ ଅପ୍ରକାଶିତ ପାଣ୍ଡୁଲିପି ଡିଜିଟାଲ ପ୍ଲାଟଫର୍ମରେ ପ୍ରକାଶ ପାଇବ। ଏଥିପାଇଁ @scstdevdept ଅଧିନସ୍ଥ ଆଦିବାସୀ ଭାଷା, ସଂସ୍କୃତି ଏକାଡେମୀ ପକ୍ଷରୁ ଜନଜାତି ଲେଖକ ଲେଖିକାମାନଙ୍କୁ ନେଇ ଆୟୋଜିତ ହୋଇଛି ୪ଦିନିଆ ସମ୍ମିଳନୀ। ଜନଜାତି ଲେଖକମାନଙ୍କ ବିଭିନ୍ନ ଉପାଦେୟ ଲେଖା ଗବେଷକ ତଥା ପାଠକଙ୍କ ନିମନ୍ତେ ସହାୟକ ହୋଇପାରିବ
