ଗ୍ୟାସ ଟାଙ୍କି ବିସ୍ପୋରଣ
ବିଷୟ _____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ରଣପୁର ପଞାୟତର କଣ୍ଟିପୁର ଗ୍ରାମର ମନୋରମା ଦାସ ,ବୟସ ୪୦ ,ସେ ଜଣେ ବିଧବା ମହିଳା ଅଟନ୍ତି ,ତାଙ୍କର ଏକମାତ୍ର ଶିଶୁପୁତ୍ର।ସେ ଆଜି ଭୋର ସମୟ ୫ ଟା ସମୟରେ ଯେମିତି ଗ୍ୟାସ ଚୁଲି ଲଗେଇ ଛନ୍ତି ହଠାତ ଗ୍ୟାସର ପାଇପ ଜରି ଉଠିଗଲା ।ସେ ସାହାସର ସହିତ ନିଜେ ଗ୍ୟାସର ଟାଙ୍କିକୁ ଘରୁ ବାହାର କରି ପଦାକୁ ଫିଙ୍ଗି ଦେଇଥିଲେ ।ସେ ସାଙ୍ଗେ ସାଙ୍ଗେ ବ୍ରଷ୍ଟ କରି ଜଳି ଯାଇଥିଲା ।ଏହା ଏକ ବଡ଼ ବିପଦରୁ ରକ୍ଷା ହୋଇଗଲା ସିନା ହେଲେ ମନୋରମାଙ୍କ ଦୁଇ ହାତ ଓ ମୁହଁ ପୋଡ଼ି ଯାଇଛି ।ସେ ଅତ୍ୟନ୍ତ ଗରିବ ଲୋକ ହୋଇଥିବାରୁ ସମାଜସେବୀ ଅଟଳ ବିହାରୀ ନାୟକଙ୍କ ସମେତ ପଞାୟତର ଗ୍ରାମବାସି ମାନେ ସରକାରଙ୍କ ନିକଟରେ ଦାବୀ କରିଛନ୍ତି ସାହାଯ୍ୟ କରିବା ପାଇଁ ।
ଯାଜପୁରରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

