Spread the love

ଓଡ଼ିଶା ରାଜ୍ୟ ର ଭାତ ହାଣ୍ଡି ଭାବେ ବରଗଡ଼ ଜିଲ୍ଲା ପରିଚିତ ଥିବା ବେଳେ ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକ କାହିଁକି ଦାଦନ ପ୍ରବଣ ବ୍ଲକ ଅଟେ।କାରଣ ବ୍ଲକରେ ଜଳସେଚନ ସୁବିଧା ନାହିଁ,ମଣ୍ଡି ବ୍ୟବସ୍ଥା ନାହଁ,ଗୋଦାମ ଗୃହ ବା ଶୀତଳ ଭଣ୍ଡାର ନାହିଁ।ସରକାର ମାନଙ୍କ ଯୋଜନା ଗୁଡିକ ଠିକ ଭାବେ କାର୍ଯକାରୀ ନ ହେବା ରୁ ଅବହେଲିତ। ସେଥିପାଇଁ ରାଜବୋଡାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ପ୍ରଥମ ଥର ଐତିହାସିକ ସମାବେଶ ଡାକରା ଦେଇ ୧୨ ଦଫା ଦାବି ମହାମହିମ ରାଷ୍ଟ୍ରପତି ଙ୍କୁ ସମ୍ବଲପୁରୀ ଭାଷା ରେ ପ୍ରଦାନ କରିଛନ୍ତି ।ଯଦି ଦାବୀ ଗୁଡିକ କାର୍ଯ୍ୟକାରୀ ନ ହୁଏ ନିର୍ବାଚନ ରେ ଜବାବ ଦେବାପାଇଁ ରାଜନୈତିକ ଦଳ ମାନଙ୍କୁ ଚେତାବନୀ ଦିଆଯାଇଛି। (ପାଣି ଥାଉ ଥାଉ ବନ୍ଦ ବାନ୍ଦ ରେ କୁମାର,ପାଣି ସରି ଗଲେ ହଂସା ଉଡିଯିବ ପିଣ୍ଡ ହେବ ନାରଖାର )

Leave a Reply

Your email address will not be published. Required fields are marked *