Spread the love

ଢେଙ୍କାନାଳ ଇନ୍ଦିପୁର୍ କଂସାରି ସାହି ପୂଜା କମିଟି ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ମହାଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି। ଗତକାଲି ପ୍ରାତଃ ରୁ କଳସ ଯାତ୍ରା କରାଯାଇଥିଲା । ସୂର୍ଯ୍ୟ ପୂଜା,ମଣ୍ଡଳ ପୂଜା ମହାଲକ୍ଷ୍ମୀ ମୁନୟ ମୂର୍ତ୍ତିଙ୍କୁ ଚକ୍ଷୁ ଦାନ ପାରେ ମା ଙ୍କୁ ଷୋଡ଼ଶ ଉପଚାର ପୂଜା ,ଶ୍ରୀ ସୁକ୍ତରେ ଆହୁତି ଓ ବିଭିନ୍ନ ଭୋଗ ରାଗ ମାଙ୍କ ପାଖରେ ଲାଗି କରାଯାଇଥିଲା। ଓ ପ୍ରତେକ ଦିନ ମହାଲକ୍ଷ୍ମୀ ଙ୍କ ମଙ୍ଗଳ ଆଳତି ସୂର୍ଯ୍ୟ ପୂଜା ମଣ୍ଡଳ ପୂଜା ସକାଳୁ ବିଭିନ୍ନ ଭୋଗ ଲାଗି କରାଯିବ ମହାଲକ୍ଷ୍ମୀ ପ୍ରତେକ ଦିନ ମଧ୍ୟାହ୍ନ ଅର୍ନ୍ନ ଧୂପ ସନ୍ଧ୍ୟା ଆଳତି ରାତ୍ର ଅର୍ନ୍ନ ଧୂପ ଲାଗି କରାଯିବ ।୯ଦିନ ଧରି ପୂଜା କରାଯିବ। ସଭାପତି ଶ୍ରୀ ଭଗବାନ କମିଟି ସମସ୍ତ ସଦସ୍ୟ ଙ୍କ ଉପସ୍ଥିତିରେ ପୂଜା କରାଯାଇଥିଲା।

Leave a Reply

Your email address will not be published. Required fields are marked *