Spread the love

କେନ୍ଦୁଝର ଜିଲ୍ଲା ବଡ଼ବିଲ ବିକାଶ ମହଲ ଠାରେ ଡକ୍ଟର ମନମୋହନ ସିଂ ଙ୍କ ଶ୍ରଦ୍ଧାଞ୍ଜଳି ସଭା
ବଡ଼ବିଲ ବିକାଶ ମହଲ ଠାରେ ଶ୍ରଦ୍ଧାଞ୍ଜଳି ସଭା ଡକ୍ଟର ମନମୋହନ ସିଂ ପାଇଁ ଅନୁଷ୍ଠିତ ହୋଇ ଯାଇଅଛି।ଏହି ସଭାରେ ବହୁ ମାନ୍ୟ ଗଣବ୍ୟକ୍ତି ତଥା ଯଶୋବନ୍ତ ସିଂଲଗୁରି ,ବଡ଼ବିଲ କଂଗ୍ରେସ ସଭାପତି ଅମିତ ମହାନ୍ତ, ଚମ୍ପୁଆ କଂଗ୍ରେସ ସଭାପତି ରଞ୍ଜିତ କୁମାର ବେହେରା, ଯୋଡ଼ା କଂଗ୍ରେସ ସଭାପତି ଏବଂ ବହୁତ କଂଗ୍ରେସ ପରିବାର ସଦସ୍ୟ ଯୋଗ ଦେଇଥିଲେ ଓ କେନ୍ଦୁଝର କଂଗ୍ରେସ କମିଟିର ସଂଗ୍ରାମ ବାବୁ ସଂଗୀତା ମାଡାମ ଯୋଗ ଦେଇଥିଲେ।
କେନ୍ଦୁଝର ରୁ ରତିରଞ୍ଜନ ବାରିକ ଓ ସରୋଜ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।

Leave a Reply

Your email address will not be published. Required fields are marked *

You missed