Spread the love

ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଓଡ଼ିଶା ପ୍ରସିଦ୍ଧ ବରୁଣେଶ୍ଵର ମକର ମେଳାରେ ବରୁଣେଶ୍ଵର ୟୁଥ୍ ଫୋରମ୍ ପକ୍ଷରୁ ପୁରାତନ ପରମ୍ପରାର ପୁନଃଉତ୍ଥାନ ଯଥା ମକର ଚାଉଳ ବଣ୍ଟନ, ପୋଡ଼ପିଠା ବଣ୍ଟନ, ବାଲୁକାକଳା ପ୍ରଦର୍ଶନ ଇତ୍ୟାଦିକୁ ବିଂଝାରପୁର ବିଧାୟିକା ତଥା ବିରୋଧିଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଯୁବସମାଜସେବୀ ତଥା ବରୁଣେଶ୍ଵର ୟୁଥ୍ ଫୋରମର ସ୍ରଷ୍ଟା ଜିତେନ୍ଦ୍ର ପ୍ରଧାନ,ଅହଲ୍ୟା ସ୍ବାଇଁ,ଚିକଣା ସରପଞ୍ଚ ପାର୍ବତୀ ମଲ୍ଲିକ,ଭାରତୀ କାଣ୍ଡୀ, ପ୍ରୀୟତମା ବେଉରିଆ,ବ୍ଳକ ଅଧ୍ୟକ୍ଷା ରଞ୍ଜିତା ଦାଶ ପ୍ରମୁଖ ଯୋଗଦେଇ ଥିଲେ।

ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *

You missed