Spread the love

ଭୁବନେଶ୍ବରର ରବିନ୍ଦ୍ର ମଣ୍ଡପ ଠାରେ ଓଡ଼ିଶାର ପ୍ରସିଦ୍ଧି ଲାଭ କରିଥିବା ମ୍ୟୁଜିକ ଡାଇରେକ୍ଟର ପ୍ରେମ ଆନନ୍ଦଙ୍କ ଦ୍ବାରା ସମସ୍ତ କଣ୍ଠ ଶିଳ୍ପିଙ୍କ ଦ୍ବାରା ଓ ସହଯୋଗରେ ନବବର୍ଷ ୨୦୨୫ ଉପଲକ୍ଷେ ଏକ ମେଗା ଉମେଣ୍ଟ କିଛି ସମୟ ନେଇ ଆସିବ ଖୁବ ମହୋସମରୋହରେ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଅଭିନେତ୍ରୀ ମାଳବିକା ରାୟ, ସଂଳାପକାର ବିଜୟ ମଲ୍ଲ ଏବଂ ସ୍ବତନ୍ତ୍ର ଅତିଥି ଭାବେ ସ୍ବାମୀ ନିଗମାନନ୍ଦ ପରମହଂସଙ୍କ ପରମ ସେବକ, ସମାଜସେବୀ, ଇଞ୍ଜିନିୟର ନିଳାଦ୍ରୀ ଭୁଷଣ ମହାପାତ୍ର ପ୍ରମୁଖ ଯୋଗଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର,ଦିପ୍ତିରେଖା, ଶଶାଙ୍କ ଶେଖର, ଶ୍ରୀ ଚରଣ ମହାନ୍ତି, ପ୍ରଜ୍ଞାନ ହୋତା, ବିଶ୍ଵଜିତ ମହାପାତ୍ର, ସୈାରଭ ଭରଦ୍ୱାଜ, ସମୀକ୍ଷା ମିଶ୍ର , ସଞ୍ଚିତା ଶୁଭଦର୍ଶିନୀ, ନିଷାଦ ମିଶ୍ର, ସୋନାଲି ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ।

ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *

You missed