Spread the love

ଯାଜପୁର: ଜେଲ ଗଲେ ଫେରାର ଅଧ୍ୟାପକ। ବରୀ ଅଧିନସ୍ଥ ଅଭିମନ୍ୟୁ ସାମନ୍ତସିଂହାର ମହାବିଦ୍ୟାଳୟର ଜୈନେକ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ଅଭିଯୁକ୍ତ ବିଦ୍ୟାଧର ଧଳକୁ ପୋଲିସ ଗୁଜୁରାଟର ସୁରଟରୁ ଗିରଫ କରିଛି।

ଏକ ସ୍ୱତନ୍ତ୍ର ଟିମ ସହାୟତାରେ ଗିରଫ କରି ଆଜି ଯାଜପୁର ଏସଡିଜିଏମ କୋର୍ଟରେ ହାଜର କରାଯାଇଥିଲା। ବେଲ ନାମଞ୍ଜୁର ହେବା ପରେ ଯାଜପୁର ଜେଲ ଗଲେ ଅଭିଯୁକ୍ତ ଅଧ୍ୟାପକ ବିଦ୍ୟାଧର।

ଗତ ଜାନୁଆରୀ ୬ତାରିଖରେ ଘଟଣା ପରଠାରୁ ସେ ଫେରାର ଥିଲେ।

Leave a Reply

Your email address will not be published. Required fields are marked *