ରଥ ଉପରକୁ ମୋବାଇଲ ନେଇଥିବା 7 ସେବାୟତଙ୍କ ନାଁରେ FIR । ସିଂହଦ୍ବାର ପୋଲିସ ଷ୍ଟେସନରେ 7 ସେବାୟତଙ୍କ ନାଁରେ FIR ଦର୍ଜ ହୋଇଛି ।
ସେବାୟତଙ୍କ ନାଁରେ FIR ହୋଇଥିବା ସ୍ପଷ୍ଟ କଲା ଶ୍ରୀମନ୍ଦିର ପ୍ରଶାସନ । ବାରଣ ସତ୍ତ୍ବେ କିଛି ସେବାୟତ ରଥ ଉପରକୁ ମୋବାଇଲ ନେଇଥିଲେ । ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।



