Spread the love

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପାଟଲା ଗ୍ରାମପଞ୍ଚାୟତ ତାରିଖ 08/02/2026/ ବିଶାଳ ହିନ୍ଦୁ ସମ୍ମିଳନୀ ସ୍ଥାନ : କାଳୀ ମନ୍ଦିର ପ୍ରାଙ୍ଗଣ ପାରିକୁଳଯୁନ ପାଟଲା ପାଇକ ପୁଣାକୋଟ ମଣ୍ଡଳ ହିନ୍ଦୋଳ ଉପଖଣ୍ଡ ତିଥି : ଫାଲ୍‌ଗୁନ କୃଷ୍ଣ ସପ୍ତମୀ ରବିବାର ଆୟୋଜକ ସମଗ୍ର ହିନ୍ଦୁ ସମାଜ କରମଳା ମଠ ପୁରୀ ରୁ ଅଭିରାମ ପରମ ହସ ଆଶ୍ରମ ରୁ ଆସିଥିଲେ ଶ୍ରୀ ଶ୍ରୀ ବାବାଜୀ ମହାରାଜ ନୀଳାବର ଦାଶ ମଚ ଭାଗରେ ଉପସ୍ଥିତ ଅଛତି ରାଜେନ୍ଦ୍ର ଖୁଟିଆ ସଂପାଦକ ଶ୍ରୀଯୁକ୍ତ ସନ୍ତସ କୁମାର ସାହୁ ସୁଜିତି କୁମାର ଟୁନା ନାଥ ଲଳିତ କୁମାର ସାହୁ ମନୋଜ ମହାପାତ୍ର ସୁବ୍ରତ କୁମାର ମହାପାତ୍ର ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକରୁ ମନୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତଭାରତ ନିୟୁଜ

Leave a Reply

Your email address will not be published. Required fields are marked *

You missed