Spread the love

ଲାଞ୍ଚ ନେବା ବେଳେ ଧରାପଡିଲେ ସୋରୋ ତହସିଲଦାର । ୪୦ ହଜାର ଟଙ୍କା ଲାଞ୍ଚ ସହ ଧରିଲା ଭିଜିଲାନ୍ସ । ପଥର ଟ୍ରକ ରିଲିଜ୍ ପାଇଁ ଲାଂଚ ନେବେ ଧରିଲା ଭିଜିଲାନ୍ସ ଟିମ । ସୋରୋ ତହସିଲଦାର ଦୈତାରୀ ମଲ୍ଲିକଙ୍କ ସହ ଜଣେ ଦଲାଲ ଦୟାନିଧି ଜେନାକୁ ମଧ୍ୟ ଧରିଛି ଭିଜିଲାନ୍ସ ଟିମ୍ ।

ସୋର ପୌରପାଳିକା ପଠାଣମହଲା ଖାନ କଦ୍ରି (ଚିଣ୍ଟୁ) ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।

ଚାରି ଜଣିଆ ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲେ l ୫ ପଥର ଟ୍ରକ ଛାଡିବାକୁ ଟଙ୍କା ନେଲା ବେଳେ ମାଡି ବସିଲା ଭିଜିଲାନ୍ସ l

Leave a Reply

Your email address will not be published. Required fields are marked *