Spread the love

ଅନୁଗୋଳ ଜିଲ୍ଲାରେ ବର୍ଷା ସହ କୁଆ ପଥର ମାଡ଼ 

ଅନୁଗୋଳ – ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। କିଛି ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ଲାଗି ରହିଥିବା ବେଳେ ବନ୍ତଳା ଅଞ୍ଚଳରେ ବର୍ଷା ସହିତ କୁଆ ପଥର ମାଡ଼ ହୋଇଛି। ତେବେ ଏହି ବର୍ଷା ହେବା ଫଳରେ ଆକାଶରେ ଥିବା ଧୂଳିକଣା ସଫା ହୋଇଯାଇ ଥାଏ। 

ପାଣିପାଗ ବିଭାଗର ପୂର୍ବ ଅନୁମାନ ସତ ହୋଇଛି। ଆକାଶରେ ଘଡଘଡି ସହ ବର୍ଷା ଓ ଟପ୍ ଟପ୍ ପାଣି ଝରୁଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *