Spread the love

ଅବସର ପ୍ରାପ୍ତ ପୋଲିସ ଅଫିସର ମାସିକ ସାଧାରଣ ସଭା


ଅଦ୍ୟ ତା 18.03.2026 ରିଖ ଦିନ ଢେଙ୍କାନାଳ ଜିଲ୍ଲା ସଂଘର ଏକ ସାଧାରଣ ସଭା ଶ୍ୟାମାଚରଣ ପୁର “SHARE” NGO ହଲରେ ସଂଘର ସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା
ଏଥିରେ ଜିଲ୍ଲର ବିଭିନ୍ନ ସ୍ଥାନରୁ ଅବସର ପ୍ରାପ୍ତ ପୋଲିସ ଅଫିସର ମାନେ ଯୋଗ ଦେଇ ଥିଲେ, ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ. ସମସ୍ତ ସଭ୍ୟ ମାନଙ୍କ ପାଇଁ ସୁବିଧାଜନକ ସ୍ୱାସ୍ଥ୍ୟ ସୁବିଧା ଇନୁସରାନ୍ସ ସୁବିଧା ଏବଂ ସଙ୍ଘ ପାଇଁ ଏକ ଗୃହ ଯୋଗାଇ ଦେବାପାଇଁ ଜିଲ୍ଲା CDMO କଲେକର ଓ SP ଙ୍କୁ ଅନୁରୋଧ କରିବାପାଇଁ ନିଷ୍ପତି ନିଆଗଲା. ପରାଵର୍ତ୍ତି ସଭା ଆସନ୍ତା ତା 12.04.2026 ରିଖ ଦିନ ଧାର୍ଯ୍ୟ କରାଗଲା. ଆଜିର ସଭାରେ ଅବସରପ୍ରାପ୍ତ ଏସପି ପ୍ରଦୀପ କୁମାର ମିଶ୍ର (କାର୍ଯ୍ୟକାରି ସଭାପତି)ଇନ୍ଦ୍ରମଣି ବେହେରା ତଥା ଅନ୍ୟାନ୍ୟ ପ୍ରାୟ 40 ଜଣ ଅବସର ପ୍ରାପ୍ତ ପୋଲିସ ଅଫିସର ଯୋଗଦାନ କରିଥିଲେ.

Leave a Reply

Your email address will not be published. Required fields are marked *