Category: ନୂଆଦିଲ୍ଲୀ

ଓଟିରେ ରୋଗୀଙ୍କୁ ବଳାତ୍କାର, ଡାକ୍ତର ଗିରଫ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌ ସହରରେ ଥିବା ଏକ ଘରୋଇ ନର୍ସିଂହୋମରେ ଜଣେ ମହିଳା ରୋଗୀଙ୍କୁ ଅସ୍ତ୍ରୋପଚାର କକ୍ଷ (ଓଟି)ରେ ବଳାତ୍କାର କରିଥିବା ଅଭିଯୋଗରେ ସଂପୃକ୍ତ ଡାକ୍ତରଙ୍କୁ ଗିରଫ କରାଯାଇଛି। ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ଅଭିଯୁକ୍ତ ଡାକ୍ତରଙ୍କ…

୧୦୦ ମିଟରରେ ଗୁରିନ୍ଦରବୀରଙ୍କ ନୂତନ ଜାତୀୟ କୀର୍ତ୍ତିମାନ

ରାଞ୍ଚି: ରାଞ୍ଚିରେ ଚାଲିଥିବା ଫେଡେରେସନ କପ୍‌ ଜାତୀୟ ବରିଷ୍ଠ ଦୌଡ଼କୁଦ ଚମ୍ପିଆନସିପର ପୁରୁଷ ୧୦୦ ମିଟର ଦୌଡ଼ରେ ଦୁଇ ଦିନରେ ୩ଥର ଜାତୀୟ କୀର୍ତ୍ତିମାନ ସୃଷ୍ଟି ହୋଇଛି। ଶୁକ୍ରବାର ଅନିମେଶ କୁଜୁର ୧୦୦ ମିଟର ଦୌଡ଼ ହିଟ୍‌ସରେ ୧୦.୧୭ ସେକେଣ୍ଡରେ ଅତିକ୍ରମ…

ଭର୍ତ୍ତୃହରି ମହତାବଙ୍କ ସମେତ ଏହି ସାଂସଦମାନଙ୍କୁ ମିଳିବ ସଂସଦ ରତ୍ନ ପୁରସ୍କାର

ନୁଆଦିଲ୍ଲୀ: ଚଳିତ ବର୍ଷର ସଂସଦ ରତ୍ନ ପୁରସ୍କାର ପାଇଁ ବାର ଜଣ ସାଂସଦ ଏବଂ ଚାରି ଜଣ ସଂସଦୀୟ କମିଟିଙ୍କୁ ଚୟନ କରାଯାଇଛି। ପ୍ରାଇମ୍ ପଏଣ୍ଟ ଫାଉଣ୍ଡେସନ୍ ନାମକ ଘରୋଇ ସଂଗଠନ ଏକ ବିବୃତ୍ତିରେ କହିଛି ଯେ, ପୁରସ୍କାର ପାଇଁ ବ୍ୟକ୍ତିଗତ…

ଦେଶରେ ୧୦୦ ଅତ୍ୟାଧୁନିକ ଶିଳ୍ପ ପାର୍କ ସ୍ଥାପନ ହେବ

ଭବ୍ୟ ଯୋଜନାରେ ଦେଶରେ ୧୦୦ ଅତ୍ୟାଧୁନିକ ଶିଳ୍ପ ପାର୍କ ସ୍ଥାପନ କରାଯିବ। ଭାରତ ଔଦ୍ୟୋଗିକ ବିକାଶ ଯୋଜନା (ଭବ୍ୟ) ସ୍କିମ ଅଧୀନରେ ଦେଶରେ ଶହେ ଅତ୍ୟାଧୁନିକ ଶିଳ୍ପ ପାର୍କ ସ୍ଥାପନ ହେବ। ଏଥିପାଇଁ ଉଦ୍ଦିଷ୍ଟ ମାର୍ଗଦର୍ଶିକାକୁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ…

ଏଲ୍ ନିନୋ କଣ? ଭାରତ ଉପରେ କଣ ପ୍ରଭାବ ପକାଇପାରେ ଜାଣନ୍ତୁ..

ନୁଆଦିଲ୍ଲୀ: ତାତିରେ ଜଳୁଛି ଦେଶ । ଘରୁ ବାହାରିବା କଷ୍ଟସାଧ୍ୟ । ନା କାମ ଦେଉଛି ଛତା, ଜୋତା, ଜଳ । ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି କରାଉଛି ଖରାର ଆର୍ଦ୍ରତା । ଘରେ ବି ତାତିରୁ ତ୍ରାହି ମିଳୁନି ।…

ଆସନ୍ତା ଜୁନ ୧୮ରେ ୨୪ ରାଜ୍ୟସଭା ଆସନରେ ନିର୍ବାଚନ

ନୁଆଦିଲ୍ଲୀ: ଦଶଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ଜୁନ ୧୮ରେ ଭୋଟଗ୍ରହଣ କରାଯିବ ବୋଲି ନିର୍ବାଚନ କମିସନ (ଇସି)ଙ୍କ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ଉକ୍ତ ଦିନ ଅପରାହ୍ଣ ୫ଟା ଫଳାଫଳ ଘୋଷଣା କରାଯିିବ। ଜୁନ ୨୧ରୁ ଜୁଲାଇ ୧୯…

ଇଭାଙ୍କା ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ ଇରାନୀ ଆତଙ୍କବାଦୀ ଅଲ-ସାଦି !

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚେଷ୍ଟା କରାଯାଇଛି। ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡସ୍ କର୍ପସ୍ (IRGC) ଦ୍ୱାରା ତାଲିମପ୍ରାପ୍ତ ଜଣେ କମାଣ୍ଡର ଇଭାଙ୍କାକୁ ଟାର୍ଗେଟ କରିଥିଲେ। ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ…

୧୯ତମ ଜାତୀୟ ରୋଜଗାର ମେଳା: ୫୧ ହଜାରରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୯ତମ ଜାତୀୟ ରୋଜଗାର ମେଳାର ଅଂଶସ୍ୱରୂପ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନବନିଯୁକ୍ତ ଯୁବକଯୁବତୀମାନଙ୍କୁ ୫୧,୦୦୦ ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଦେଶବ୍ୟାପୀ ୪୭ଟି ସ୍ଥାନରେ ଏକକାଳୀନ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ,…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଆମେରିକା ବିଦେଶ ମନ୍ତ୍ରୀ

ନୁଆଦିଲ୍ଲୀ: ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।ବିଦେଶ ମନ୍ତ୍ରୀ ରୁବିଓ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିରକ୍ଷା, ରଣନୀତିକ ପ୍ରଯୁକ୍ତି, ବ୍ୟବସାୟ ଓ ନିବେଶ, ଊର୍ଜା ସୁରକ୍ଷା, ଯୋଗାଯୋଗ, ଶିକ୍ଷା ଓ ନାଗରିକ ସମ୍ପର୍କ ସମେତ ବିଭିନ୍ନ…

ଭାରତ ବିଶ୍ୱର ସବୁଠାରୁ ବଡ଼ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ହେବ – ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ମୁମ୍ବାଇ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତର ପ୍ରତିରକ୍ଷା କ୍ଷେତ୍ରର ବ୍ୟାପକ ପ୍ରସାର ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ଆଗାମୀ ୨୫ ରୁ ୩୦ ବର୍ଷ ମଧ୍ୟରେ ବିଶ୍ୱର ସର୍ବବୃହତ ଅସ୍ତ୍ରଶସ୍ତ୍ର ରପ୍ତାନିକାରୀ…