
*ଅସହାୟ ମା କୁ ଦଶହରା ଭେଟି ଦେଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ******। ମଣିଷ ଜୀବନ ରେ ବଞ୍ଚିବା ପାଇଁ ମୌଳିକ ଅଧିକାର ରେ ଖାଦ୍ୟ,ବସ୍ତ୍ର,ବାସଗୃହ ନିହାତି ଆବଶ୍ୟକ । ଆଜି ଏହି ମହଙ୍ଗା ଯୁଗ ରେ ତାହା ଯୋଗାଡ କରିବା ପାଇଁ ଏକ ଅସହାୟ ଲୋକ ନିମନ୍ତେ କଷ୍ଟକର କାମ ଅଟେ। ଆପଣ ମାନେ ଦେଖିଥିବେ କି କେତେ ଆଡେ କେତେ ଲୋକ ଖାଦ୍ୟ ନଷ୍ଟ କରୁଛନ୍ତି । ନିଜର ଘର ଅନେକ କିନ୍ତୁ ରହିବା ପାଇଁ ଲୋକ ନାହାନ୍ତି । ବିଭିନ୍ନ ଗଣ ମାଧ୍ୟମ ରୁ ଖବର ପାଇ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟ...















