ଛଡ଼ାଇଲେ ଭିକ୍ଷା ବୃତ୍ତି,ଯୋଗାଇଲେ ଆତ୍ମ ନିଯୁକ୍ତି
ଛଡ଼ାଇଲେ ଭିକ୍ଷା ବୃତ୍ତି,ଯୋଗାଇଲେ ଆତ୍ମ ନିଯୁକ୍ତି l***************। କେନ୍ଦ୍ରାପଡ଼ା ବ୍ଲକ ପଳସୀଙ୍ଗା ପଂଚାୟତ ଅନ୍ତର୍ଗତ ଗରଜଙ୍ଗା ଗ୍ରାମ ରେ ରୁହନ୍ତି ଦିବ୍ୟାଙ୍ଗ ପ୍ରହଲ୍ଲାଦ ଜେନା। ସେ ଜନ୍ମରୁ ଦିବ୍ୟାଙ୍ଗ ଅଟନ୍ତି। ତାଙ୍କର ପରିବାର କହିଲେ ତାଙ୍କ ସ୍ତ୍ରୀ ଓ ଛୋଟ ଛୋଟ…
