ଦାମୀଗାଡି କମ ଦାମରେ କରାଇଦେବା ନିମନ୍ତେ ଭଣଜା ଠକିନେଲା ଲକ୍ଷାଧିକ ଟଙ୍କା
ଦାମୀଗାଡି କମ ଦାମରେ କରାଇଦେବା ନିମନ୍ତେ ଭଣଜା ଠକିନେଲା ଲକ୍ଷାଧିକ ଟଙ୍କା ଜଗତସିଂହପୁର ତା =28/2/25ଜଗତସିଂହପୁର ଥାନା ଅନ୍ତର୍ଗତ ଯଂକୋଟି ପଞ୍ଚାୟତ ଅରଣା ଗ୍ରାମର ଗତେଶ୍ୱର ସାହୁ ଙ୍କ ପୁଅ ଜିତେନ୍ଦ୍ର ସାହୁ ଙ୍କୁ ନିକଟ ସମ୍ପର୍କୀୟ ନାଉଗାଁ ଗଲଧାରୀ ସ୍ଥିତ…
