ନୂଆବର୍ଷ ପୂର୍ବରୁ ୮ ଆଇପିଏସ ଅଫିସରଙ୍କୁ ପଦୋନ୍ନତି ଦେଲେ ରାଜ୍ୟ ସରକାର
ଭୂବନେଶ୍ବର, ୩୧/୧୨ : ନୂଆବର୍ଷ ପୂର୍ବରୁ ଆଇପିଏସ ଅଧିକାରୀଙ୍କ ପାଇଁ ଆସିଛି ଖୁସି ଖବର । ୮ ଆଇପିଏସ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ଯତିନ୍ଦ୍ର କୋୟଲ, ପ୍ରତୀକ ମହାନ୍ତିଙ୍କୁ ADG ପାହ୍ୟାକୁ ପଦୋନ୍ନତି କରାଇଛନ୍ତି । ପୂର୍ବରୁ…
