ଦିବଂଗତ ଉଦୟନାଥ ବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ସ୍କୁତିଚାରଣ ସଭା ଅନୁଷ୍ଠିତ
ଦିବଂଗତ ଉଦୟନାଥ ବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ସ୍କୁତିଚାରଣ ସଭା ଅନୁଷ୍ଠିତ ବିଷୟ ____ ରାଜକନିକା ବ୍ଲକ ଅନ୍ତର୍ଗତ ଓଳାଭର ସ୍ଥିତ ଅକ୍ସଫୋଡ ଇଂରାଜୀ ମିଡିୟମ ସ୍କୁଲ ପ୍ରାଙ୍ଗଣରେ ଦିବଂଗତ ବିଶିଷ୍ଟ ଶିକ୍ଷାବିତ ଉଦୟନାଥ ବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଏକ…
