ବଢ଼ିଲା +୩ ସିଟ୍ ସଂଖ୍ୟା, ଛାତ୍ରଛାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତି
ଵଢ଼ିଲା ବିଭିନ୍ନ ସ୍ନାତକ ପାଠ୍ୟକ୍ରମରେ ସିଟ୍ ସଂଖ୍ୟା । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକ ପାଠ୍ୟକ୍ରମରେ ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି । ଗତଶିକ୍ଷା ବର୍ଷଗୁଡ଼ିକର ନାମଲେଖା ତଥ୍ୟକୁ ସମୀକ୍ଷା କରିବା ପରେ କେତେକ ନିର୍ଦ୍ଦିଷ୍ଟ…
