ଯୁକ୍ତ ୨ ବିଜ୍ଞାନରେ ବାଜି ମାରି ଚର୍ଚ୍ଚାରେ ଆଇଲର୍ଣ୍ଣତାଳଚେର, ୨୦/୦୫ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର +୨ ବିଜ୍ଞାନ ଫଳ ବୁଧବାର ପ୍ରକାଶ ପାଇଛି । ତେବେ ସଫଳତା ପାଇବାରେ ପୁଣି ଏକ ନୂଆ ଇତିହାସ ସୃଷ୍ଟି କରିଛି ତାଳଚେରର ସୂର୍ଯ୍ୟନଗର ସ୍ଥିତ ଆଇଲର୍ଣ୍ଣ ଶିକ୍ଷାକେନ୍ଦ୍ର । +୨ ବିଜ୍ଞାନ ପରୀକ୍ଷାରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ମାନେ ୧୦୦% ସଫଳତା ପାଇ ବାଜିମାତ କରିଛନ୍ତି । ପୂର୍ବ ବର୍ଷଗୁଡ଼ିକ ଭଳି ଚଳିତ ବର୍ଷ ମଧ୍ୟ ଆଇଲର୍ଣ୍ଣର ସମସ୍ତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶାରେ +୨ ବିଜ୍ଞାନରେ ପାସ୍ ହାର ୮୮.୮୦ ପ୍ରତିଶତ ରହିଥିବା ବେଳେ ଆଇଲର୍ଣ୍ଣର ପାସ୍ ହାର...






