ଛତିଶଗଡ଼ ବିଳାସପୁର ଷ୍ଟେସନ ନିକଟରେ ଟ୍ରେନ୍ ଦୁର୍ଘଟଣା; ୬ ମୃତ
ଛତିଶଗଡ ବିଳାସପୁରରେ ବଡ଼ ଟ୍ରେନ ଦୁର୍ଘଟଣା । ହାୱଡା ରୁଟରେ ପାସେଞ୍ଜର ଟ୍ରେନ ଏବଂ ମାଲବାହୀ ଟ୍ରେନ ପରସ୍ପର ମଧ୍ୟରେ ଧକ୍କା ହୋଇଛି । ଅନେକ ବଗି ଲାଇନଚ୍ୟୁତ ହୋଇଛି । ଟ୍ରେନ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି…
ଛତିଶଗଡ ବିଳାସପୁରରେ ବଡ଼ ଟ୍ରେନ ଦୁର୍ଘଟଣା । ହାୱଡା ରୁଟରେ ପାସେଞ୍ଜର ଟ୍ରେନ ଏବଂ ମାଲବାହୀ ଟ୍ରେନ ପରସ୍ପର ମଧ୍ୟରେ ଧକ୍କା ହୋଇଛି । ଅନେକ ବଗି ଲାଇନଚ୍ୟୁତ ହୋଇଛି । ଟ୍ରେନ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି…
ଛତିଶଗଡରେ ଆତ୍ମସମର୍ପଣ କଲେ ୨୧ କ୍ୟାଡର୍ ମାଓବାଦୀ। ସେମାନେ ୧୮ଟି ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି। ଏହି ନକ୍ସଲମାନଙ୍କ ମଧ୍ୟରେ ୪ ଜଣ ଡିଭିସିଏମ୍ (ଡିଭିଜନ୍ ଭାଇସ୍ କମିଟି ସଦସ୍ୟ), ୯ ଜଣ ଏସିଏମ୍ (ଏରିଆ କମିଟି ସଦସ୍ୟ) ଏବଂ ୮…
ଭୁବନେଶ୍ୱର – ମହାନଦୀ ସମସ୍ୟାର ସମାଧାନ ଦିଗରେ ଆମେ ଆଉ ଏକ ପାଦ ଆଗକୁ ବଢ଼ିଛି ଓଡିଶା । ଓଡ଼ିଶା ଓ ଛତିଶଗଡ଼ ସରକାର ଦୀର୍ଘ ଦିନର ବିବାଦର ସମାଧାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଆଜି ଅନୁଷ୍ଠିତ…
ଛତିଶଗଡ଼ରେ ଆଜି ୧୦ ମହିଳାଙ୍କ ସମେତ ମୋଟ୍ ୨୯ ଜଣ ମାଓବାଦୀ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ଲାଗି ପ୍ରାୟ ୫୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଦନ୍ତେୱାଡ଼ା ଜିଲ୍ଲାରେ ୨୧ ଜଣ…
ଛତିଶଗଡ଼ ବିଜାପୁରରେ ଆଇଇଡି ବିସ୍ଫୋରଣ । ପୁଲିସ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍କାଉଣ୍ଟର ବେଳେ ଜଣେ ଯବାନ ସହିଦ ହୋଇଛନ୍ତି । ଏହା ସହ ୩ ଜଣ ଯବାନ ଆହତ ହୋଇଛନ୍ତି । କମ୍ବିଂ ବେଳେ ନ୍ୟାସନାଲ ପାର୍କ ନିକଟରେ ମାଓବାଦୀ…
ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳବିବାଦ ମାମଲା । ଟ୍ରିବ୍ୟୁନାଲରେ ସେପ୍ଟେମ୍ବର ୬ ତାରିଖକୁ ଘୁଞ୍ଚିଲା ଶୁଣାଣି । ଉଭୟ ରାଜ୍ୟର ମୁଖ୍ୟ ସଚିବ ଓ ରାଜନୈତିକସ୍ତରରେ ଆଲୋଚନା ଆଗକୁ ବଢ଼ିଛି । ସମାଧାନ ପାଇଁ ଉଭୟ ପକ୍ଷ ରାଜିଥିବା AG ପୀତାମ୍ବର ଆଚାର୍ଯ୍ୟ…
ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୁମଲାରେ ପୋଲିସ ନିଷିଦ୍ଧ ଉଗ୍ରବାଦୀ ସଂଗଠନ ଜେଜେଏମପି ମଧ୍ୟରେ ଗୁଳି ବିନିମୟ । ଘାଘରା ଥାନା ସେହଲ ଲଭଡାଗ ଗାଁରେ ଏହି ଏନକାଉଣ୍ଟର ହୋଇଛି । ତେବେ ପୋଲିସ ଏନକାଉଣ୍ଟରରେ ୩ ଉଗ୍ରବାଦୀ ନିହତ ହୋଇଛନ୍ତି । ସମସ୍ତ…
ଛତିଶଗଡ଼ରେ ଓଡ଼ିଶାର ୨୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣକାରୀ ମାଓବାଦୀଙ୍କ ଓଡ଼ିଶା ରାଜ୍ୟ କମିଟି ସଦସ୍ୟ ରାମାନ୍ନା କର୍ପା ଥିବା ଜଣାପଡ଼ିଛି । ରାମାନ୍ନା ନାଁରେ ପୂର୍ବରୁ ପୋଲିସ ୨୫ ଲକ୍ଷର ପୁରସ୍କାର ରାଶି ଘୋଷଣା କରିଥିଲା ।…
ଛତିଶଗଡ: ଛତିଶଗଡ଼ରେ ମାଓବାଦୀଙ୍କ ବର୍ବରକାଣ୍ଡ। ତିନି ଜଣଙ୍କ ଗଳାକାଟି କରିଛନ୍ତି ହତ୍ୟା । ବିଜାପୁର ଜିଲ୍ଲା ଗଙ୍ଗଲୁର ଥାନା ପେଦା କୋରେମ ଗାଁରେ ଘଟିଛି ବୀଭତ୍ସ ହତ୍ୟା । ମାଓବାଦୀ ଦଳକୁ ଠାବ କରିବା ପାଇଁ ସୁରକ୍ଷା ବାହିନୀ ସେହି ଅଞ୍ଚଳକୁ…
ଛତିଶଗଡ଼ ବିଜାପୁରରେ ପୁଣି ମାଓ ହିଂସା । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୁଣି ଥରେ ମାଓ ହିଂସା ଦେଖିବାକୁ ମିଳିଛି । ଯେଉଁଥିରେ ଜଣେ ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଲାଲ୍ ବାହିନୀ । ଖବର…