Category: Chhattisgarh

ଯବାନଙ୍କ ଗୁଳିମାଡ଼ରେ ୭ କୁଖ୍ୟାତ ମାଓବାଦୀ ନିପାତ

ଛତିଶଗଡ଼ ବିଜାପୁର ଜିଲାର ନ୍ୟାସନାଲ ପାର୍କ ଜଙ୍ଗଲରେ ୩ ଦିନ ଧରି ଚାଲିଥିବା ବଡ଼ ଧରଣର ସର୍ଚ୍ଚ ଅପରେସନରେ ଯବାନଙ୍କ ଗୁଳିରେ ୭ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ବରିଷ୍ଠ ମାଓବାଦୀ ନେତା ରହିଛନ୍ତି। ସେମାନେ ହେଲେ…

ଭାଙ୍ଗୁଛି ମାଓଗଡ଼: ଏନକାଉଣ୍ଟରରେ ପୁଣି ଜଣେ ଦୁର୍ଦ୍ଦାନ୍ତ ମାଓନେତା ନିହତ

ରାୟପୁର: ଭୁଶୁଡୁଛି ମାଓ ଦୁର୍ଗ। ପୁଣି ଜଣେ ଦୁର୍ଦ୍ଦାନ୍ତ ମାଓନେତା ନିହତ। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଶୁକ୍ରବାର ପୁଣି ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଭିତରେ ଏହି ବଡ଼ ଏନକାଉଣ୍ଟର ହୋଇଛି।…

ଛତିଶଗଡ଼ରେ ୨ ହାର୍ଡକୋର ମାଓବାଦୀ ନିହତ

ଚ୍ଛତିଶଗଡ଼ରେ ଏନ୍‌କାଉଣ୍ଟର । ଛତିଶଗଡ଼ରେ ଏନ୍‌କାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । କୋଣ୍ଡାଗାଓଁ-ନାରାୟଣପୁର ସୀମାନ୍ତ କିଲମ-ବାରଗୁମ୍‌ ମାର୍କମ ପାଲ ଜଙ୍ଗଲରେ ମୃତ୍ୟୁ ହୋଇଛି । ବିପୁଳ ପରିମାଣର ବିସ୍ଫୋରକ ସହ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ପୂର୍ବରୁ ନିହତ…

୩୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ଚ୍ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ଆଜି ୨୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ ତିନି ଜଣଙ୍କ ଉପରେ ସାଢ଼େ ଚାରି ଲକ୍ଷ ଲେଖାଏଁ ଅର୍ଥରାଶି ଘୋଷଣା କରାଯାଇଥିଲା । ପୁଲିସ୍‍ ଆରକ୍ଷି ଅଧିକ୍ଷକ ଗୌରବ ରାଇଙ୍କ…

କାରାଗାରରେ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଦେଲେ ୨୨ ନକ୍ସଲ

ରାୟପୁର: ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ନେଇ କଏଦୀମାନଙ୍କ ଉଦ୍ୟମ । ଛତିଶଗଡ଼ ଅନ୍ତର୍ଗତ କାଙ୍କେର ଜିଲ୍ଲା କାରାଗାରରେ ବନ୍ଦୀ ଥିବା ୨୨ ଜଣ ନକ୍ସଲ କଏଦୀ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଉଛନ୍ତି । ଗତ ତିନି ବର୍ଷ…

ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ୧୭ ଲାଲବାହିନୀ ନିହତ

ଭୂବନେଶ୍ୱର, ୩୦/୦୩ : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକ୍‌ମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ଯବାନଙ୍କ ଗୁଳିରେ ୧୭ ମାଓବାଦୀ ଟଳିପଡ଼ିଛନ୍ତି । ଡିଆରଜି ଓ ସିଆରପିଏଫ୍‌ ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି । ୨…

ଆତ୍ମସମର୍ପଣ କଲେ ୯ ନକ୍ସଲ

ଭୂବନେଶ୍ୱର, ୨୬/୦୩ : ଆଜି ଛତିଶଗଡ଼ର ସୁକମା ଜିଲାରେ ୯ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ନାମରେ ୨୬ ଲକ୍ଷ ଟଙ୍କାର ସାମୂହିକ ପୁରସ୍କାର ଘୋଷଣା କରାଯାଇଥିଲା। ଆତ୍ମସମର୍ପଣକାରୀ ନକ୍ସଲଙ୍କ ମଧ୍ୟରେ ଛଅ ଜଣ ମହିଳା ଅଛନ୍ତି ବୋଲି ସୁକମା…

ତୁଟିବ ମହାନଦୀ ଜଳ ବିବାଦ! ଆପୋଷ ସମାଧାନ ପାଇଁ ଆଲୋଚନା

ଭୂବନେଶ୍ୱର: ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ବିଭିନ୍ନ ବିଷୟ ସହିତ ମହାନଦୀ ଜଳ ବିବାଦ ସମ୍ପର୍କରେ ମଧ୍ୟ ଉଭୟଙ୍କ…

ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ : ୨ ମାଓବାଦୀ ନିହତ, ଜଣେ ଯବାନ ସହିଦ

ଭୂବନେଶ୍ୱର, ୨୦/୦୩ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲା ଗଙ୍ଗଲୁର ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଜୋରଦାର ଗୁଳିବିନିମୟ । ୨ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର…

୧୯ ନକ୍ସଲଙ୍କ ଆତ୍ମସମର୍ପଣ

ରାୟପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀ ନିକଟରେ ୧୯ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଏଥିମଧ୍ୟରୁ ୯ ଜଣ ନକ୍ସଲଙ୍କ ଉପରେ ମୋଟ ୨୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଏସଏସପି ଜିତେନ୍ଦ୍ର କୁମାର…