Category: ନୂଆଦିଲ୍ଲୀ

ବିଶ୍ୱର ୩ଟି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟକୁ ଭାରତରେ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ମଞ୍ଜୁରୀ

ନୁଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ଭାରତୀୟ ଶିକ୍ଷା ବ୍ୟବସ୍ଥାର ଆନ୍ତର୍ଜାତୀୟକରଣ ଦିଗରେ ଏକ ଐତିହାସିକ ସଫଳତା ମିଳିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶ୍ୱର ତିନୋଟି ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନ ଯଥା ୟୁନିଭର୍ସିଟି ଅଫ୍ ୟର୍କ, ୟୁନିଭର୍ସିଟି ଅଫ୍…

ଭୂକମ୍ପରେ ଥରିଲା ଫିଲିପାଇନ୍ସ

ମାନିଲା : ସକାଳୁ ସକାଳୁ ଭୟଙ୍କର ଭୂକମ୍ପରେ ଥରିଲା ଫିଲିପାଇନ୍ସ। ସୋମବାର ସକାଳେ ଦକ୍ଷିଣ ଫିଲିପାଇନ୍ସ ଅଞ୍ଚଳର ମିଣ୍ଡାନାଓରେ ଏକ ଶକ୍ତିଶାଳୀ ଭୂମିକମ୍ପ ଲୋକଙ୍କୁ ଆତଙ୍କିତ କରି ଦେଇଛି। ରିକ୍ଟର ସ୍କେଲରେ ୭.୮ ତୀବ୍ରତା ବିଶିଷ୍ଟ ଏହି ଭୂମିକମ୍ପ ଯୋଗୁଁଁ ଅନେକ…

ଗରିବ କଲ୍ୟାଣ ମୋଦୀ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା: ଅମିତ ଶାହ

ନୁଆଦିଲ୍ଲୀ : କେନ୍ଦ୍ର ସ୍ବରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ ଗରିବଙ୍କ କଲ୍ୟାଣ ହେଉଛି ମୋଦୀ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ସେ ଉଲ୍ଲେଖ କରିଛନ୍ତି ଯେ ଗରିବ କଲ୍ୟାଣର ୧୨ ବର୍ଷରେ, ସରକାର ଖାଦ୍ୟଶସ୍ୟ ଯୋଜନା,ପ୍ରଧାନମନ୍ତ୍ରୀ…

ଘରୋଇ ଏଲପିଜି ସିଲିଣ୍ଡର ଦର ୨୯ ଟଙ୍କା ବୃଦ୍ଧି

ଭୁବନେଶ୍ୱର : ଆଜିଠୁ ସାରା ଭାରତରେ ବଢ଼ିଲା ଘରୋଇ ଏଲପିଜି ସିଲିଣ୍ଡର ଦର। ଘରୋଇ ଏଲପିଜି ସିଲିଣ୍ଡର ଦର ୨୯ ଟଙ୍କା ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଘରୋଇ ଗ୍ୟାସ୍ ଦର ଛୁଇଁଲା ୯୬୮ ଟଙ୍କା। ପୂର୍ବରୁ ୧୪.୨ କେଜି ସିଲିଣ୍ଡରର ମୂଲ୍ୟ…

ଏବେ ସଞ୍ଚୟ ହେବ!: ଦେଶରେ ଶୁଭାରମ୍ଭ ହେଲା ପେଟ୍ରୋଲ ଅପେକ୍ଷା ୨୦ ଟଙ୍କା ଶସ୍ତା ଇନ୍ଧନ

ନୁଆଦିଲ୍ଲୀ: ଭାରତରେ ପେଟ୍ରୋଲର ବିକଳ୍ପ ଭାବରେ ଇଥାନଲ୍ ମିଶ୍ରିତ ଇନ୍ଧନକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଦେଶର ପ୍ରଥମ E85 ଇନ୍ଧନ ଷ୍ଟେସନ୍ ନୂଆଦିଲ୍ଲୀର ପୁସା ରୋଡରେ ଖୋଲିଛି। E85 ରେ 85 ପ୍ରତିଶତ ଇଥାନଲ୍ ଏବଂ…

ପିଓକେ ପାଇଁ ନିର୍ବାଚନ ଘୋଷଣା କଲା ପାକିସ୍ତାନ: ଜାତିସଂଘରେ କଡ଼ା ପ୍ରତିକ୍ରିୟା ଦେଲା ଭାରତ

ନୁଆଦିଲ୍ଲୀ: ଗିଲଗିଟ-ବାଲତିସ୍ତାନ ବିଧାନସଭା ପାଇଁ ନିର୍ବାଚନ କରାଇବା ପାଇଁ ପାକିସ୍ତାନର ଯୋଜନା ଉପରେ ଇସଲାମାବାଦ ନିକଟରେ ଭାରତ ଦୃଢ଼ ପ୍ରତିବାଦ ଦାଖଲ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଭାରତ ଜୋର ଦେଇଛି ଯେ ଏହି ଅଞ୍ଚଳଟି ପାକିସ୍ତାନ ଦ୍ୱାରା…

ଆସନ୍ତା ୧୭ରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମ୍ଭାବନା, ବଦଳିବ ମୋଦି ସରକାରଙ୍କ ରୂପରେଖ

ଆସନ୍ତା ୧୭ରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମ୍ଭାବନା । ବଦଳିବ ମୋଦି ସରକାରଙ୍କ ରୂପରେଖ । ମନ୍ତ୍ରିମଣ୍ଡଳରୁ ପ୍ରାୟ ଏକ ଡଜନରୁ ଅଧିକ ମନ୍ତ୍ରୀ ବାଦ୍ ପଡ଼ି ପାରନ୍ତି । ପ୍ରାୟ ୧୫ ଜଣ ମନ୍ତ୍ରୀଙ୍କ ବିଭାଗରେ ପରିବର୍ତ୍ତନ ହୋଇପାରେ। ସାଧାରତଃ…

୧୯ ବିଦେଶୀ ସଂସଦକୁ ସମ୍ବୋଧିତ କରି ରେକର୍ଡ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରୁ ୨୦୨୬ ଗତ ୧୨ ବର୍ଷ ମଧ୍ୟରେ ବିଶ୍ୱର ବିଭିନ୍ନ ଦେଶର ୧୯ ଟି ସଂସଦକୁ ସମ୍ବୋଧିତ କରିଛନ୍ତି। ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ସର୍ବାଧିକ ରେକର୍ଡ । ବିଜେପି କହିଛି ଯେ,…

ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ

ନୂଆଦିଲ୍ଲୀ: ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ। ଦିଲ୍ଲୀର ଯନ୍ତରମନ୍ତରରୁ ଶୁଭିଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି। ଯନ୍ତରମନ୍ତରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରି ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରିଛି କକ୍ରୋଚ ଜନତା ପାର୍ଟି। ପୋଲିସର ହାଇ-ଆଲର୍ଟ ଘୋଷଣା।।…

ହିମାଚଳ ପ୍ରଦେଶରେ ଭୂମିକମ୍ପ

ନୁଆଦିଲ୍ଲୀ: ଶୁକ୍ରବାର ରାତିରେ ହିମାଚଳ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ ଏହାର ତୀବ୍ରତା ୪.୩ ଥିଲା। ଧର୍ମଶାଳାରୁ ପ୍ରାୟ ୧୮ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡିଛି। ରାତି ୧୦:୦୪ ସମୟରେ ଏହି ଭୂମିକମ୍ପ ଅନୁଭୂତ…