ଚିନ୍ମୟ ଫାଉଣ୍ଡେସନର ଆନ୍ତର୍ଜାତିକ ଫୁଲ ଘର ପ୍ରତିଯୋଗିତା : ଯୋଗଦେଲେ ୧୨୫୬ ଜଣ ପ୍ରତିଯୋଗୀ
ଚିନ୍ମୟ ଫାଉଣ୍ଡେସନର ଆନ୍ତର୍ଜାତିକ ଫୁଲ ଘର ପ୍ରତିଯୋଗିତା : ଯୋଗଦେଲେ ୧୨୫୬ ଜଣ ପ୍ରତିଯୋଗୀ । ଦଶରଥପୁର: ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାକୁ ବିଶ୍ୱ ବ୍ୟାପୀ କରିବା ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲାର ବାବଲ ପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ…
