ଅନୁଗୋଳ ଜିଲ୍ଲାର ସଂକ୍ଷିପ୍ତ ସଂଶୋଧନ ଭୋଟର ତାଲିକା 2024ର ଡ୍ରାଫ୍ଟ ପୁସ୍ତକ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଦ୍ୱାରା ସ୍ଥାନୀୟ କୋର୍ଟ ରୁମ ଠାରେ ଉନ୍ମୋଚିତ. ଏହି ସଭାରେ ସମସ୍ତ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ.

September 16, 2026/
No Comments



