ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ଫିଟ୍ ଇଣ୍ଡିଆ ସ୍ବଚ୍ଛତା ଫ୍ରିଡମ ରନ ୪.୦ କାର୍ଯ୍ୟକ୍ରମ
ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ଫିଟ୍ ଇଣ୍ଡିଆ ସ୍ବଚ୍ଛତା ଫ୍ରିଡମ ରନ ୪.୦ କାର୍ଯ୍ୟକ୍ରମ ଆଜି ତା ୨୬.୧୦.୨୦୨୩ ରିଖ ଗୁରୁବାର ଦିନ ଆୟୋଜିତ କରାଯାଇଅଛି।ଏହି ଅବସରରେ ଢେଙ୍କାନାଳ ମୁଖ୍ୟ ଡାକ ଘର ଏବଂ ଡାକ ଅଧିକ୍ଷକଙ୍କ କାର୍ଯ୍ୟାଳୟର ର ସମସ୍ତ…
