Month: October 2023

ଅତାବିରାରେ ମୋ ମାଟି ମୋ ଦେଶ

“ଅତାବିରାରେ ମୋ ମାଟି ମୋ ଦେଶ, ଶହୀଦ ଓ ସ୍ବାଧୀନତା ସଂଗ୍ରାମୀ ପୀଠରୁ ମାଟି ସଂଗ୍ରହ” ତା:୨୭/୧୦/ ବରଗଡ ଜିଲ୍ଲା ଅତାବିରା ବିଜେପି ପକ୍ଷରୁ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଶହୀଦଙ୍କ ଘରୁ ,ସ୍ବାଧୀନତା ସଂଗ୍ରାମୀ ପୀଠ ଓ ଘରୁ…

ଥାଲା ସେମିଆ ସିଙ୍କଲ ସେଲ ସଚେତନ ଶିବିର

ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଆନୁକୁଲ୍ୟରେ ଥାଲା ସେମିଆ ସିଙ୍କଲ ସେଲ ସଚେତନ ଶିବିର ସ୍ଥାନୀୟ ସତ୍ୟ ସାଇ ସେବା ସମିତି ପୀ.ଡବ୍ଲୁ.ଡି କଲୋନୀ , ଢେଙ୍କାନାଳ ଠାରେ ତା ୨୭.୧୦.୨୦୨୩ ରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଛି। ଉକ୍ତ…

ଓଡିଆ ସାଇନ୍ ବୋର୍ଡ ପ୍ରଦର୍ଶିତ ନ ହୋଇଥିବାରୁ କାରଣ ଦର୍ଶାଅ ନୋଟିସ୍

ଯାଜପୁର ଜିଲ୍ଲାର ଯାଜପୁର ରୋଡ଼,ବ୍ୟାସନଗର ପୋୖରାଞ୍ଚଳରେ ସହକାରୀ ଶ୍ରମ ଅଧିକାରୀ, ଶ୍ରୀମତୀ ସୁନନ୍ଦା ବିଶ୍ୱାଳଙ୍କ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା। ଓଡିଆ ସାଇନ୍ ବୋର୍ଡ ପ୍ରଦର୍ଶିତ ନ ହୋଇଥିବାରୁ ୦୨ଟି ଖିଲାପକାରୀ ନିଯୁକ୍ତିଦାତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।…

ଓଡ଼ିଶା ରାଜ୍ୟପାଳଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ଆଜି ରାଜ୍ୟପାଳ ପ୍ରଫେସର ଗଣେଶି ଲାଲଙ୍କର କାର୍ଯ୍ୟକାଳ ପୂରଣ ହେଉଛି। ଦୀର୍ଘ ଦିନ ପରେ ଓ କାର୍ଯ୍ୟକାଳ ସମାପ୍ତି ପରେ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏକ ଭାବ ବିହ୍ୱଳ ପୂର୍ଣ୍ଣ ପରିବେଶରେ ରାଜ୍ୟପାଳ…

ଗଜପତିରେ ଆରମ୍ଭ ହୋଇଛି ଲକ୍ଷ୍ମୀ ବସ୍ ଯୋଜନା

ଗଜପତିରେ ଆରମ୍ଭ ହୋଇଛି ଲକ୍ଷ୍ମୀ ବସ୍ ଯୋଜନା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନା ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି।…

୨୮ ଏବଂ ୨୯ ଅକ୍ଟୋବର ୨୦୨୩ ରେ ଆଂଶିକ ଚନ୍ଦ୍ରଗ୍ରହଣ

୨୮ ଏବଂ ୨୯ ଅକ୍ଟୋବର ୨୦୨୩ ରେ ଆଂଶିକ ଚନ୍ଦ୍ରଗ୍ରହଣ ୨୮ ଏବଂ ୨୯ ଅକ୍ଟୋବର ୨୦୨୩, (୬-୭ କାର୍ରିକା, ୧୯୪୫ ସାକା ଯୁଗ) ଚନ୍ଦ୍ରଗ୍ରହଣ ଘଟିବ, ଯଦିଓ ଚନ୍ଦ୍ର ୨୮ ଅକ୍ଟୋବର ମଧ୍ୟରାତ୍ରିରେ ପେନୁସୁ ରେ ପ୍ରବେଶ କରିବା ।…

ଚେସ୍‌କୁ ପ୍ରୋତ୍ସାହିତ କରିବା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା

ଓଡ଼ିଶା ଗସ୍ତରେ ଆସିଥିବା ଅନ୍ତର୍ଜାତୀୟ ଚେସ୍ ମହାସଂଘ ପରିଚାଳନା ବୋର୍ଡର ଉପାଧ୍ୟକ୍ଷ ତଥା ଲାଟଭିଆ ଗଣତନ୍ତ୍ରର ପୂର୍ବତନ ଅର୍ଥ ଓ ଅର୍ଥନୀତି ମନ୍ତ୍ରୀ ଡାନା ରିଜନିସ୍ ଓଜୋଲା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଚେସ୍‌କୁ ପ୍ରୋତ୍ସାହିତ କରିବା ଦିଗରେ ରାଜ୍ୟ…

ଜିଲ୍ଲାର ୭ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୯୫ କୋଟି ଟଙ୍କା

ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ୭ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୯୫ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା: ଜୟଦେବ, ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା…

ମନୋରଞ୍ଜନ ମଲ୍ଲିକ ଢ଼େଙ୍କାନାଳର ନୂତନ ଜିଲ୍ଲାପାଳ

ମନୋରଞ୍ଜନ ମଲ୍ଲିକ ଢ଼େଙ୍କାନାଳର ନୂତନ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ନିଯୁକ୍ତ ହୋଇଛନ୍ତି। ଶ୍ରୀ ମଲ୍ଲିକ ଜଣେ OAS (SS) ଅଫିସର ହୋଇଥିବା ବେଳେ ନୂତନ ଭାବେ ଜିଲ୍ଲାପାଳ ଢ଼େଙ୍କାନାଳ ର ଦାୟିତ୍ବ ଗ୍ରହଣ କରିଛନ୍ତି। ଗତ କାଲି ୨୬/୧୦/୨୦୨୩…

ଆମ ଓଡିଶା – ନବୀନ ଓଡ଼ିଶାର ରାଜନୈତିକିକରଣ ବିରୁଦ୍ଧରେ ଏରସମା ବ୍ଲକ ସମ୍ମୁଖରେ ସରପଞ୍ଚ ଓ ସମିତି ସଭ୍ୟ / ସଭ୍ୟାମାନଙ୍କର ପ୍ରତିବାଦ ଧାରଣା

( ଆମ ଓଡିଶା – ନବୀନ ଓଡ଼ିଶାର ରାଜନୈତିକିକରଣ ବିରୁଦ୍ଧରେ ଏରସମା ବ୍ଲକ ସମ୍ମୁଖରେ ସରପଞ୍ଚ ଓ ସମିତି ସଭ୍ୟ / ସଭ୍ୟାମାନଙ୍କର ପ୍ରତିବାଦ ଧାରଣା) ଜଗତସିଂହପୁର ତା =26 /10/23 ଏରସମା ବ୍ଲକର ସରପଞ୍ଚ ଓ ସମିତି ସଭ୍ୟ /…