ବଳଦେବଜୀଉ ମଠର ପୃର୍ବତନ ମହନ୍ତ ସ୍ବର୍ଗତ ଜୟୀରାମ ବାବାଙ୍କ ୧୯୬ ତମ ଶ୍ରାଦ୍ଧୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।
ବିଷୟ _ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ପାଲଟପୁର ପଞାୟତର ଆଧ୍ୟାତ୍ମିକ ଅନୁଷ୍ଠାନ ବଳଦେବଜୀଉ ମଠର ପୃର୍ବତନ ମହନ୍ତ ସ୍ବର୍ଗତ ଜୟୀରାମ ବାବାଙ୍କ ୧୯୬ ତମ ଶ୍ରାଦ୍ଧୋତ୍ସବ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମହାସମାରୋହରେ ପାଳିତ ହୋଇଯାଇଛି।ସକାଳ ସମୟରେ ଦେବାର୍ଚ୍ଚନା…
