ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଯୋଜନାରେ ଓଡିଶାକୁ ଦିଆଯାଇଛି ୫୧୯ କୋଟି ଟଙ୍କା’
୨୦୧୧ ଜନଗଣନା ଅନୁଯାୟୀ, ସର୍ବଶେଷ ଉପଲବ୍ଧ ତଥ୍ୟ ଅନୁଯାୟୀ ଓଡ଼ିଶାରେ ଅନୁସୂଚିତ ଜନଜାତି (ST) ମୋଟ ସଂଖ୍ୟା ୯୫,୯୦,୭୫୬ ବୋଲି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ରାଜ୍ୟସଭାରେ ସୂଚନା ଦେଇଛନ୍ତି। ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ ଏବଂ ବିକାଶ ପାଇଁ ଆଦିବାସୀ ବ୍ୟାପାର…
