କମନୱେଲଥ୍ ଗେମ୍ସରେ ଲଭପ୍ରୀତ ସିଂହଙ୍କ କମାଲ୍; ରୌପ୍ୟ ଜିତି ରଚିଲେ ନୂଆ ରେକର୍ଡ, ମୋଦୀଙ୍କ ଅଭିନନ୍ଦନ
କମନୱେଲଥ୍ ଗେମ୍ସରେ ଲଭପ୍ରୀତ ସିଂହଙ୍କ କମାଲ୍; ରୌପ୍ୟ ଜିତି ରଚିଲେ ନୂଆ ରେକର୍ଡ, ମୋଦୀଙ୍କ ଅଭିନନ୍ଦନ ଗ୍ଲାସଗୋ/ନୂଆଦିଲ୍ଲୀ, ୧ ଅଗଷ୍ଟ: କମନୱେଲଥ୍ ଗେମ୍ସ-୨୦୨୬ରେ ଭାରତର ଭାରୋତ୍ତୋଳକ ଲଭପ୍ରୀତ ସିଂହ ପୁଣିଥରେ ଦେଶର ଗୌରବ ବଢ଼ାଇଛନ୍ତି। ପୁରୁଷ +୧୧୦ କିଲୋଗ୍ରାମ ବର୍ଗରେ ରୌପ୍ୟ…
