Spread the love

CISCE ସ୍ପୋର୍ଟ୍ସ ମିଟ

ସ୍ଥାନ କଟକ

ତାରିଖ 15/07/23

ଆଜି କଟକ ସ୍ଥିତ ସେଣ୍ଟ ଜୋଶେଫ ଗାର୍ଲସ୍ ହାଇସ୍କୁଲ
ଠାରେ 14 ବୟସରୁ 17 ବର୍ଷ ପର୍ଯ୍ୟନ୍ତ ବାଳକ ଓ ବାଳିକା
ବିଭାଗରେ ଜୋନାଲ ସ୍ପୋର୍ଟ୍ସ ମିଟ ଅନୁଷ୍ଠିତ ହୋଇଥିଲା।
ଏଥିରେ କରାଟେ ଓ ଟାଇକଣ୍ଡୋ ପ୍ରତିଯୋଗୀତାରେ ପ୍ରlୟ
ଆଠ ଟି ସ୍କୁଲରୁ 62 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ, ଏହି ପ୍ରତିଯୋଗୀତାରେ ଯେଉଁ ମାନେ ବିଜୟ
ଲାଭ କରିବେ ଆଗାମୀ ଆଞ୍ଚଳିକ ମିଟ୍ ରେ ଅଂଶଗ୍ରହଣ କରିବେ ବୋଲି ପ୍ରିନ୍ସିପାଲ Sister Bijaya mery
ସୂଚନା ଦେଇଛନ୍ତି। ଏଥିରେ ଓଡିଶା ଟାଇ କଣ୍ଡୋ
ଆସୋସିଏସନ ଏବଂ କରାଟେ ଆସୋସିଏସନ ର
ରେଫରୀ ଓ official ଖେଳ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *