Spread the love

ଲଘୁଚାପ ଜନିତ ବର୍ଷା ରେ ବେହାଲ ଢେଙ୍କାନାଳ ସହର

ଆଜି ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ଝିପିଝିପି ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ। ଏହି ବର୍ଷ ପ୍ରବାହ ଯୋଗୁଁ ଜନସାଧାରଣ ହନ୍ତସନ୍ତ ହୋଇଯାଇଥିବା ବେଳେ ଗମନାଗମନ ରେ ବ୍ୟାଘାତ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *